ଖାକୀ ବର୍ଦୀର ଦାଦା ଗିରି, ବଦଳି ହେଲେ
କନେଷ୍ଟବଳ ଓ ହୋମଗାର୍ଡ.
ବ୍ରହ୍ମପୁର,17/3/23, ବ୍ରହ୍ମପୁରର ପ୍ରସିଦ୍ଧ
ଠାକୁରାଣୀ ଯାତ୍ରାର ଶୁଭ ଖୁଣ୍ଟିର ଆଗମନ
ପାଇଁ ପ୍ରସ୍ତୁତ ଚାଲୁଥିବା ସମୟରେ ପ୍ରଚାର
ଓ ପ୍ରସାର ପାଇଁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି
ଓ ଫୋଟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ. ଏହି ସମୟରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ
ଉପସ୍ଥିତ ଥିଲେ. କିନ୍ତୁ ଏହି ସମୟରେ ବଡ଼
ବଜ଼ାର ଥାନାର କନେଷ୍ଟବଳ ବାସୁଦେବ ସେଠୀ ଓ ହୋର୍ମଗାର୍ଡ ପ୍ରଦୀପ କୁମାର ମୁଖୀ ହଟାତ ଏକ ଇଲେକ୍ଟ୍ରୋନିକସ ଗଣମାଧ୍ୟମର ଫୋଟ ସମ୍ବାଦିକ ବିକ୍ରମ କୁମାର ଜେନା ଙ୍କୁ ଆକ୍ରମଣ କରିଥିଲେ. ଝାହା ଫଳରେ ଫୋଟ ସାମ୍ବାଦିକ ଆହତ ହୋଇ ଥିଲେ. ଏହି ଘଟଣାଟି ବ୍ରହ୍ମପୁର ଏସପି ଶ୍ରାବଣା ବେବେକ ଏମ ଦୃଷ୍ଟି ଗୋଚର ହେବାପରେ କନେଷ୍ଟବଳ ବାସୁଦେବ ସେଠୀ ଓ ହୋର୍ମଗାର୍ଡ ପ୍ରଦୀପ କୁମାର ମୁଖୀ ଙ୍କୁ ଚିକିଟି ଏସଡିପିଓ କାର୍ଯ୍ୟାଳୟ କୁ ବଦଳି କରା ଯାଇଛି. ପୋଲିସ ର ଏହି ପରି ନିନ୍ଦନୀୟ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯଇଛି.




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)