ରାତ୍ରି ଅଧ ରେ ଜଳିଗଲା କେବିନ ।
କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ବିରୂପା ଆନିକଟ ନିକଟବର୍ତ୍ତୀ ହାଇଲେବୁଲ କେନାଲ ରାସ୍ତା ରେ ଥିବା ଏକ ପାନ ଦୋକାନ ରେ କିଛି ଦୁର୍ବୁତ୍ତ ଗତ କାଲି ବିଳମ୍ବିତ ରାତିରେ ପ୍ରଧାନ ସାହି ର ସନାତନ ସ୍ୱାଇଁ ଙ୍କ ଏକ କେବିନ ରେ ନିଆଁ ଲଗେଇ ଦେଇଛନ୍ତି l ଏହି ଘଟଣା ରେ କେବିନ ରେ ଥିବା ବହୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯାହାର ଆନୁମାନିକ ମୂଲ୍ୟ 50000 ରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣା ପଡିଛି l
ଘଟଣା ସ୍ଥଳ ରେ ଆଜି ସକାଳୁ ଚୌଦ୍ୱାର ପୋଲିସ ପହଂଚି ଦମକଳ ଗାଡିକୁ ଡାକିବା ସହିତ ନିଆଁ କୁ ସମ୍ପୂର୍ଣ ଭାବେ ଆୟତ୍ତ କରିଥିଲେ l
ଆଜିର ଏଇ ଘଟଣା କୁ ଚୌଦ୍ୱାର ପୋଲିସ ଗମଭୀରତା ର ନେବା ସହିତ ଦୁର୍ବୁତ୍ତ ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପର୍ତୁଶ୍ରୁତି ଦେଇଛନ୍ତି l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।




