ଆଜି ଯାଜପୁର ଜିଲ୍ଲା ରେ ପୋଷଣ ପଖାଵଡା ପାଳନ






ଯାଜପୁର ଜିଲ୍ଲାପାଳ ଙ୍କ କାର୍ଯାଳୟ ସମୁଖରୁ ଏକ ସାଇକେଲ ଓ ପଦଯାତ୍ରା ଅନୁଷ୍ଠିତ ହେଇଥିଲା ଶୋଭାଯାତ୍ରାକୁ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ. ସମାଜମାଙ୍ଗଳ ଅଧିକାରିଣୀ ସବୁଯପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପରିଷଦ କାର୍ଯ୍ୟାଳୟ ଠାରେ ପରିସମାପ୍ତି ହୋଇଥିଲା ଏବଂ ଜିଲ୍ଲାପରିଷଦ ସମିଳନୀ ପ୍ରକୋଷ୍ଠରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା ଉକ୍ତ ସଭାରେ ଜିଲ୍ଲାପରିଷଦ ସଭାପତି ମୁଖ୍ୟ ଅଥିଥି ,ସମାଜ ମଙ୍ଗଳ ଅଧିକାରୀ, ହୋର୍ଟିକୋଲଚାର ର ଅଧିକାରୀ,ପିଡିଡ଼ିଏୟାରଡି଼ଆ, ଏବଂ ଜିଲ୍ଲାର ସବୁ ବ୍ଲକ ର ସିଡିପିଓ, ସୁପରଭାଇଜର ଓ ଅଙ୍ଗନବାଡି କର୍ମୀ ଓ ସ୍ୱାହା୍ୟାୟିକ, ସ୍କୁଲ ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ଏବଂ ସଭାପତି ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ସଭାରେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଓ ସୁପେରଭାଇଜର ମାନକ ମଧ୍ୟରେ ଶ୍ରୀନ୍ନ ବିଷୟରେ ଏବଂ ଅଙ୍ଗନବାଡି ୱାରକର ଓ ସ୍ୱାହାୟାକା ଙ୍କ ମଧ୍ୟରେ ସୁପୋଷଣ ଉପରେ ସ୍ଲୋଗାନ କମ୍ପଟ୍ସନ ହେଇଥିଲା ଏବଂ କୃତି ପାର୍ଟିସିପଟେ ମାନଂକୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରା ଯାଇ ଥିଲା ଏବଂ ଅପରାହ୍ନ 2 ର ସଭାକାର୍ଯ୍ୟ ସମା ପତ ହୋଇ ଥିଲା ଏବଂ ଶେଷରେ ସମସ୍ତ ଙ୍କ ପାଇଁ ମଧ୍ୟାନ ଭୋଜନର. ବ୍ୟବସ୍ତା କରା ଯାଇଥିଲା ।
ସ୍ନେହାଶିଷ ଚ୍ୟାଉ ପଟ୍ଟନାୟକ – ଯାଜପୁର ବ୍ଲକ




