ମା ହିଙ୍ଗୁଳାଙ୍କ ଆଶୀର୍ବାଦରୁ ୧୭ ଜଣ SAP ଜମିହରା ପ୍ରଜା ମାନେ NTPC ରେ ନିଯୁକ୍ତି ମିଳିବା ପରେ ଆଜି ମା ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ବିଧାୟକ ବ୍ରଜକିଶୋର ପ୍ରଧାନ , ତାଳଚେର ଉପଖଣ୍ଡ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶ୍ବରଂଜନ ରଥ ତଥା ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ଶ୍ରୀଯୁକ୍ତ ଅରୁଣ କୁମାର ସ୍ୱର୍ଣକର ଏବଂ ଟ୍ରଷ୍ଟ ବୋର୍ଡ ସଦସ୍ୟ ତଥା ଶ୍ରମିକ ନେତା ଶ୍ରୀଯୁକ୍ତ ସଞ୍ଜୟ ସାହୁଙ୍କ ଉପସ୍ଥିତି ରେ ମା ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡ କୁ ୧ଲକ୍ଷ ୭୮ ହଜାର ଟଙ୍କା ପ୍ରଦାନ କରିଛନ୍ତି ।।

September 19, 2026/
No Comments



