ଚୌଦ୍ୱାର – ଚୌଦ୍ଵାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ପଞ୍ଚାୟତରେ କ୍ରିକେଟ ଟୁନାମେଣ୍ଟ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ମହିଂସାଲଣ୍ଡା ଗ୍ରାମର ଲକି ରାଉତ(୨୨) ବୋଲି ଜଣାପଡ଼ିଛି। ଛୁରା ମାଡ଼ କରିଥିବା ଜଣେ ଯୁବକକୁ ଗ୍ରାମବାସୀ କାବୁ କରି ଅଟକ ରଖିଥିଲେ। ଖବର ପାଇ ଚୌଦ୍ଵାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଥାନାକୁ ନେଇଛି।

September 19, 2026/
No Comments



