ବଅଁରପାଳ ଅଞ୍ଚଳରେ ଜଗିଲା ୨୫ ଗୋଟି ସି ସି କ୍ୟାମେରା
ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟରେ ବଅଁରପାଳ ଥାନା।
ଅନୁଗୋଳ ଜିଲ୍ଲାର
ବନରପାଳ ବ୍ଲକ୍ ଏକ ପ୍ରମୁଖ ସ୍ଥାନ ଭାବେ ପରିଚିତ।ଏହାର ଚତୁର୍ପାର୍ଶ୍ୱରେ ନାଲକୋ – ଥର୍ମାଲ – ଜି.ଏମ. ଆର୍ ଏବଂ ଟାଟା ଷ୍ଟିଲ ଏହି ଅଞ୍ଚଳ ର ବିଭିନ୍ନ ଭାଷା ଭାଷୀ ର ଲୋକେ ବାସ କରିବା ସହ ଛକ ଉପରେ ନୀତି ଦିନର କାର୍ଯ୍ୟ କ୍ରମ କ୍ଷେତ୍ରକୁ ଆତ ଜାତ କରୁଛନ୍ତି।ବେପରୁଆ ଗାଡି ଚାଳନା ସାଙ୍ଗକୁ ବିଭିନ୍ନ କାରଣ ନେଇ ଆଯାଥରେ ଲୋକେ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିବା ସହ ବିଭିନ୍ନ ଆସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏହାର ନିରାକରଣ ଦିଗରେ ୨୫ ଗୋଟି ସି ସି ଟିଭି ବଅଁରପାଳ ହାଟ ଠାରୁ ଗୋତମରା ଓଭର ବ୍ରିଜ ଏବଂ ଥାନା ଛକ ଠାରୁ ଯୋରଗଡିଆ ଛକ ପର୍ଯ୍ୟନ୍ତ ଖଞ୍ଜାଯାଇଛି ଫଳରେ ବିଭିନ୍ନ ଅପରାଧୀ ଙ୍କ ମାମଲା ରୋକ ଲାଗିବାର ଏହା ସହାୟକ ହେବ ବୋଲି ଜନ ପଡ଼ିଛି ସେହିପରି ସନ୍ତ୍ରୀ ଛକ ଠାରୁ ମଦ କାଉଣ୍ଟର ପର୍ଯ୍ୟନ୍ତ ଲାଗିଛି ସି ସି କ୍ୟାମେରା । ତେବେ ଆଜିଠାରୁ ସପ୍ତାହେ ବ୍ୟାପି ଶୂନ୍ୟ ଦୁର୍ଘଟଣା ହେବା ନେଇ ବନରପାଳ ପୋଲିସ ହେଲମେଟ ,ମଦୁଆ ଡ଼୍ରାଇଭର,ତିନିଜଣ ବସି ବାଇକ୍,ରେ ଯିବା ଆସିବା




