ବାଜିଚୈକ ସ୍ଥିତ ମାଁ ବ୍ରାହ୍ମଣୀ ଦେବୀଙ୍କ ପିଠରେ ବିଶେଷ ପୂଜା
ଢେଙ୍କାନାଳ ବାଜିଚୈକ ସ୍ଥିତ ମାଁ ବ୍ରାହ୍ମଣୀ ଦେବୀଙ୍କ ପିଠରେ ଆଜି ଚୈତ୍ର ମାସ ର ଶେଷ ମଙ୍ଗଳବାର ଥିବା ରୁ ବହୁ ଆଡମ୍ବରରେ ପୂଜା ଅନୁଷ୍ଠିତ ହେଉଛି ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ପୁଷ୍ପମାଲ୍ୟ, ଧୂପ, ଦୀପ, ବିଭିନ୍ନ ପ୍ରକାର ଭୋଗଲାଗି କରାଯାଇଥିଲା ସନ୍ଧ୍ୟା ବେଳେ ଆଳତି ରାତ୍ରରେ ପହଡ଼ ପଡ଼ିବ ଢେଙ୍କାନାଳବସୀ ଆନନ୍ଦ ଉଲ୍ଲାସ ସହ ମା ବ୍ରାହ୍ମଣୀ ଦେବୀଙ୍କ ନୀତି ସମ୍ପନ୍ନ କରିଥିଲେ




