ଜଲହରି ତିନି ସ୍ବେଚ୍ଛାସେବୀ କମିଟି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ
କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଜଲହରି ପଞ୍ଚାୟତ ୱେଲଫାୟାର ଓ ଡେଭଲମେଣ୍ଟ, ନାରୀନେତ୍ରୀ ତିନି କମିଟି ସମେତ କପୂର ହାଟିଂ ୬ନଂୱାର୍ଡ ସହଯୋଗ ରେ ସଫେଇ କରାଯାଇଛି। କେସିସି ଏଲ ଦ୍ବାରା ଜେସିବି ଏବଂ ହାଇୱା ଯୋଗେ ଅଳିଆ ଆବର୍ଜନ ହୋଇ ପରିପୂର୍ଣ୍ଣ ହୋଇପଡି ରହିଥିଵା ରାସ୍ତାଘାଟ ଓ ଡ୍ରେନ ସଫେଇ କରାଯାଇଥିଲା। ଏହି ସଫେଇ କାର୍ଯ୍ୟକ୍ରମ ଜଲହରି ପଞ୍ଚାୟତ ନାଏକ ସରପଞ୍ଚ ଜଘାଂ ମୁଣ୍ତା ଙ୍କ ନେତୃତ୍ବରେ ରାଜୁ ମୁଣ୍ତା,ସୁଶାନ୍ତ ସାହୁ,ଗିରିଧାରି ପାତ୍ର,ଇଶ୍ବର ପାତ୍ର,ନିରାକାର ପାତ୍ର,ସୁବାଷ ପାତ୍ର,ସସ୍ମିତା ପାତ୍ର,ବିନଦିନୀ ପାତ୍ର,ଦସମା ମୁଣ୍ତା,ଶିବ ପାତ୍ର,ରାଜୁ ନାଏକ,ସୀତାରାଣୀ ପାତ୍ର,ଶବି ପାତ୍ର,ଗଣେସ ଗାଗରାଇ ପ୍ରମୁଖ ସାମିଲହୋଇ ସହଯୋଗ କରିଥିଲେ |
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




