ଗଜ ଉତ୍ସବ – ୨୦୨୩ର ଉଦ୍ଘାଟନ

ଗଜ ଉତ୍ସବ – ୨୦୨୩ର ଉଦ୍ଘାଟନ

ଏପ୍ରିଲ ୭, ୨୦୨୩ : କାଜିରଙ୍ଗା ଜାତୀୟ ଉଦ୍ୟାନ ଠାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗଜ ଉତ୍ସବ – ୨୦୨୩ ର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ପ୍ରକୃତି ଏବଂ ମାନବତା ମଧ୍ୟରେ ବହୁତ ପବିତ୍ର ସମ୍ପର୍କ ରହିଛି । ପ୍ରକୃତିକୁ ସମ୍ମାନ କରିବାର ସଂସ୍କୃତି ଆମ ଦେଶର ପରିଚୟ ହୋଇ ରହି ଆସିଛି । ଭାରତରେ ପ୍ରକୃତି ଏବଂ ସଂସ୍କୃତି ପରସ୍ପର ସହ ସଂଯୁକ୍ତ ହୋଇ ରହିଛନ୍ତି ଏବଂ ପରସ୍ପରଠାରୁ ପୋଷଣ ଗ୍ରହଣ କରୁଛନ୍ତି । ଆମ ପରମ୍ପରାରେ ହାତୀ ମାନଙ୍କୁ ସବୁଠାରୁ ଅଧିକ ସମ୍ମାନ ଦିଆଯାଇଛି । ଏହି ପ୍ରାଣୀକୁ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରା ଯାଇଥାଏ । ଏହା ହେଉଛି ଭାରତର ଜାତୀୟ ଐତିହ୍ୟ ପ୍ରାଣୀ । ତେଣୁ ଆମର ଜାତୀୟ ଐତିହ୍ୟକୁ ବଞ୍ଚାଇ ରଖିବା ଆମର ଜାତୀୟ ଦାୟିତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ରାଷ୍ଟ୍ରପତି କହିଛନ୍ତି ଯେଉଁ କାର୍ଯ୍ୟ ପ୍ରକୃତି, ପଶୁ ଏବଂ ପକ୍ଷୀମାନଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ, ତାହା ମଧ୍ୟ ମାନବତା ଏବଂ ଧରିତ୍ରୀ ମାତାଙ୍କର ସ୍ୱାର୍ଥ ସହିତ ନିହିତ ଅଛି । ହାତୀ ଅଭୟାରଣ୍ୟର ଜଙ୍ଗଲ ଏବଂ ସବୁଜ ଅଞ୍ଚଳ ଅତ୍ୟନ୍ତ ପ୍ରଭାବଶାଳୀ ଅଙ୍ଗାରକ କୁଣ୍ଡ (କାର୍ବନ ସିଙ୍କ୍‌) ଅଟେ । ତେଣୁ ଏହା କୁହା ଯାଇପାରେ ଯେ ହାତୀ ସଂରକ୍ଷଣ ଦ୍ୱାରା ଆମ ସମସ୍ତଙ୍କୁ ଲାଭ ପ୍ରାପ୍ତ ହେବ ଏବଂ ଏହା ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରିବାରେ ମଧ୍ୟ ସହାୟକ ହେବ । ଏଭଳି ପ୍ରୟାସରେ ସରକାରଙ୍କ ସହ ସମାଜର ଭାଗୀଦାରୀତା ମଧ୍ୟ ଆବଶ୍ୟକ ଅଟେ । ରାଷ୍ଟ୍ରପତି କହିଛନ୍ତି ଯେ, ହାତୀ ମାନଙ୍କୁ ଅତି ବୁଦ୍ଧିମାନ ଏବଂ ସମ୍ବେଦନଶୀଳ ପଶୁ ଭାବରେ ବିବେଚନା କରାଯାଏ । ସେମାନେ ମଧ୍ୟ ମଣିଷ ପରି ସାମାଜିକ ପ୍ରାଣୀ । ସେ ଏହା ମଧ୍ୟ କହିଛନ୍ତି ଯେ, ଆମର ହାତୀ ମାନଙ୍କ ପ୍ରତି ଏବଂ ଅନ୍ୟ ଜୀବଜନ୍ତୁ ମାନଙ୍କ ପ୍ରତି ସମାନ ସହାନୁଭୂତି ଏବଂ ସମ୍ମାନର ଭାବନା ରହିବା ଉଚିତ୍‌, ଯେପରି ମନୁଷ୍ୟ ମାନଙ୍କ ପ୍ରତି ରହିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ପଶୁ ଏବଂ ପକ୍ଷୀ ମାନଙ୍କ ଠାରୁ ନିଃସ୍ୱାର୍ଥ ପ୍ରେମର ଭାବନା ସମ୍ପର୍କରେ ଶିକ୍ଷାଲାଭ କରି ପାରିବା । ରାଷ୍ଟ୍ରପତି କହିଛନ୍ତି ଯେ, ଶହ ଶହ ବର୍ଷ ଧରି ‘ମାନବ – ହାତୀ ସଂଘର୍ଷ’ ଏକ ପ୍ରସଙ୍ଗ ହୋଇ ରହି ଆସିଛି । ଏବଂ ଯେତେବେଳେ ଆମେ ଏହି ସଂଘର୍ଷ ପ୍ରସଙ୍ଗକୁ ବିଶ୍ଳେଷଣ କରୁ, ଏହା ଦେଖାଯାଏ ଯେ ପ୍ରାକୃତିକ ବାସସ୍ଥାନ କିମ୍ବା ହାତୀର ଗତିବିଧିରେ ସୃଷ୍ଟି ହୋଇଥିବା ଏକ ପ୍ରତିବନ୍ଧକ ହେଉଛି ଏହାର ମୂଳ କାରଣ । ତେଣୁ ଏହାକୁ ନିୟନ୍ତ୍ରଣ କରିବାର ଦାୟିତ୍ୱ ମାନବ ସମାଜ ଉପରେ ରହିଛି । ସେ ଦର୍ଶାଇଛନ୍ତି ଯେ ହାତୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ସଂରକ୍ଷଣ କରିବା ଏବଂ ହାତୀ କରିଡରକୁ ବାଧା ମୁକ୍ତ ରଖିବା ଇତ୍ୟାଦି ପ୍ରକଳ୍ପ ଗଜର ମୂଳ ଉଦ୍ଦେଶ୍ୟ ଅଟେ । ମାନବ- ହାତୀ ସଂଘର୍ଷ ସହିତ ଜଡିତ ସମସ୍ୟାର ସମାଧାନ ମଧ୍ୟ ଏହି ପ୍ରକଳ୍ପର ଉଦ୍ଦେଶ୍ୟ । ସେ କହିଛନ୍ତି ଯେ, ଏହି ସମସ୍ତ ଉଦ୍ଦେଶ୍ୟ ପରସ୍ପର ସହ ଯୋଡି ହୋଇ ରହିଛି । ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ଆସାମର କାଜିରଙ୍ଗା ଏବଂ ମାନସ ଜାତୀୟ ଉଦ୍ୟାନ କେବଳ ଭାରତ ବର୍ଷରେ ନୁହେଁ, ସମଗ୍ର ବିଶ୍ୱର ଅମୂଲ୍ୟ ଐତିହ୍ୟ ଅଟେ । ସେଥିପାଇଁ ୟୁନେସ୍କୋ ଦ୍ୱାରା ସେଗୁଡିକୁ ‘ବିଶ୍ୱ ଐତିହ୍ୟ ସ୍ଥଳୀ’ ର ମାନ୍ୟତା ପ୍ରଦାନ କରାଯାଇଛି । ସେ କହିଛନ୍ତି ଯେ, ଭାରତରେ ଆସାମ ରାଜ୍ୟରେ ବନ୍ୟ ହାତୀର ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟା ରହିଛି । ତେଣୁ ଗଜ- ଉତ୍ସବର ଆୟୋଜନ ପାଇଁ କାଜିରଙ୍ଗା ଏକ ଅତ୍ୟନ୍ତ ଉପଯୁକ୍ତ ସ୍ଥାନ । ସେ କହିଛନ୍ତି ଯେ ପ୍ରକଳ୍ପ ଗଜ ଏବଂ ଗଜ – ଉତ୍ସବର ସଫଳତା ପାଇଁ ସମସ୍ତ ହିତାଧିକାରୀ ମାନଙ୍କୁ ଏକାଠି ଆଗକୁ ବଢ଼ିବାକୁ ପଡିବ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech