ଆନନ୍ଦ ବଜାର ମା କାମନା କାଳୀଙ୍କ ପିଠରେ ମେରୁ ପର୍ବ ପାଳିତ।
ଢେଙ୍କାନାଳ ଆନନ୍ଦ ବଜାର ସ୍ଥିତ ମା କାମନାକାଳୀଙ୍କ ପିଠରେ ମେରୁ ପର୍ବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମାଙ୍କ ନିତି କାନ୍ତି ପାଳନ ପରେ ମଧ୍ୟାହ୍ନ ସମୟରେ ମା’ଙ୍କୁ ମାଜଣା କରାଯାଇଥିଲା। ମାଜଣା ପରେ ଧୂଳି ଦଣ୍ଡ ପରିବେଷଣ କରାଯାଇଥିଲା।ପରେ ପରେ ଝାମୁଗାତରେ ଅଗ୍ନି ସଂଯୋଗ କରାଯାଇଥିଲା। ସ୍ଥାନୀୟ ପୁଷ୍କରିଣୀ କୁ ଯାଇ ପୂଜାର୍ଚ୍ଚନା, ବାଲୁକାପୂଜା କରାଯିବାରେ ଭକ୍ତ ମାନେ ଅଗ୍ନି ରେ ଚାଲିଥିଲେ

July 3, 2026/
No Comments

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

