କଟକ ରେଲୱେ ଷ୍ଟେସନରେ ଅଘଟଣ
ଭାଙ୍ଗିଲା ଏକ୍ସପ୍ରେସ ଟ୍ରେନର ବଫର।
ବାଙ୍ଗିରପୋଷି-ଭୁବନେଶ୍ବର ଟ୍ରେନର ଭାଙ୍ଗିଲା ବଫର। ଟ୍ରେନଟି କଟକ ଷ୍ଟେସନରେ ପହଞ୍ଚିବା ପରେ ଅଘଟଣ। ସକାଳ ପ୍ରାୟ ସାଢ଼େ ୯ଟାରେ ଘଟିଛି ଘଟଣା। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା।
୧ନଂ ପ୍ଲାଟଫର୍ମରେ ରେଳ ଚଳାଚଳ ବାଧାପ୍ରାପ୍ତ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
