ଗୋଳାମୁଣ୍ଡା ବ୍ଲକରେ ଅନେକ ସ୍ଥାନରେ ଆମ୍ବେଦକରଙ୍କ୧୩୨ତମ ଜନ୍ମ ଜୟନ୍ତୀ ପାଳନ
ଗୋଳାମୁଣ୍ଡା/୧୪/୪/ଆଜି ବାବା ସାହେବ ଆମ୍ବେଦକରଙ୍କ୧୩୨ତମ ଜନ୍ମ ଜୟନ୍ତୀ ଗୋଳାମୁଣ୍ଡା ବ୍ଲକର ଅନେକ ସ୍ଥାନରେ ପାଳିତ ହୋଇ ଯାଇଛି, ଏହି ପରିପ୍ରେକ୍ଷୀରେ ଫୁଣ୍ଡା ଗ୍ରାମର ଆମ୍ବେଦକର ନଗର ଠାରେ ଓ କାର୍ଲି ଗ୍ରାମଡମ୍ବସମାଜ ସାହିରେ ପାଳନ କରାଯାଇଥିଲା, ଏହି ସଭାରେ ଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦ ସଭାପତି ରାମକୁମାର ସେନାପତିଙ୍କ ନେତୃତ୍ୱରେ ଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସମାନିତ ଅତିଥି ଭୁବନେଶ୍ୱର ନିଆଲ, ମକରନ୍ଦ ଦୀପ, ଜ୍ଞାନୀହରପାଳ, ଶିବ ସୁନାନୀ, ଦୟାଧର ବିହାରୀ, ଉଦିଆ ନିଆଲ ,କପୁର ଚନ ସେଠିଆ ମୋହିନୀଚମ୍ପା ନାଇକ,ସରାବନି ନାଇକ, ଚମ୍ପା ହରପଲ, ସେଓବତୀ ନାଇକ, ଭୁବନେ ସୁନାନୀ, ସନ୍ତୋଷ ସୁନାନୀ, ସୁରେଶ ଚନ୍ଦ୍ର ତାଣ୍ଡି,ପ୍ରମୁଖ ଉପସ୍ଥିତ ଥିବା ବେଳେହରିଶଙ୍କର ନିଆଲ ସଭା ପରିଚାଳନା କରିଥିଲେ, ଏହା ପରେ କାର୍ଲି ଗ୍ରାମରେ ମଧ୍ୟ ବହୁ ସଂଖ୍ୟକ ଭାବେ ମହିଳା ଓ ପୁରୁଷ ଉପସ୍ଥିତ ରହି ବାବସାହେବ ଙ୍କ ଜନ୍ମ ଜୟନ୍ତୀ ପାଳନକରିଥିଲେ, ଏହା ପୂର୍ବରୁ ଦୁଇଟି ସ୍ଥାନରେ ଦୀପ ପ୍ରଜ୍ଵଳନ କରି ହୁଳହୁଳି ରେ ସଭା କମ୍ପିତ ଉଠିଥିଲା, କାର୍ଲି ସଭାରେ ମୁଖ୍ୟ ଅତିଥି ଭାବେ ରାମକୁମାର ସେନାପତି,ଭିମାବାଗ, ମେଘରାଜ ଦୁର୍ଗା, ମହେନ୍ଦ୍ର ଦୁର୍ଗା,ପ୍ରମୁଖ ଉପସ୍ଥିତ ରହି ଜୟନ୍ତୀ ସୁନ୍ଦର ଭାବରେ ପରିଚାଳନା କରିଥିଲେ
ଧର୍ମଗଡ଼ ଉପଖଣ୍ଡ ପ୍ରତନିଧି kpurchansethia ଙ୍କ ରିପୋଟ ଜାଗ୍ରତଭାରତ news




