ମୁମ୍ବାଇ ଇଣ୍ଡିୟାନକୁ ଧମାକା ଦାର ବିଜୟ ଦେଲେ ନୂତନ କ୍ୟାପଟେନ








ଇଶାନ ଙ୍କ ଅର୍ଦ୍ଧଶତକ ଓ କ୍ୟାପଟେନ ଙ୍କ ଧମାକା ଦାର ପାଳିରେ ମୁମ୍ବାଇ ଇଣ୍ଡିୟାନ୍ ର ସହଜ ବିଜୟ। ମୁମ୍ବାଇ ଇଣ୍ଡିୟାନ୍ ଟଚ ଜିତି କଲିକତା ନାଇଟ୍ ରାଇଡ଼ର କୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା। ଭେଙ୍କଟେଶ ଆୟର ଙ୍କ ଦମଦାର ଶତକ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୬ ରନ୍ ର ବିଜୟ ଲକ୍ଷ୍ୟ ଦେଇଥିଲେ। ମୁମ୍ବାଇ ଇଣ୍ଡିୟାନ୍ ଓପନିଙ୍ଗ ସୁନ୍ଦର ପଦର୍ଶନ କରିଥିଲେ। ଇଶାନ କିଷାନ ଙ୍କ ଧମାକା ଦାର ଅର୍ଦ୍ଧଶତକ (୨୫ବଲ ରେ ୫୮ ରନ ୫ଟି ଚଉକା ଓ ୫ଟି ଛକା) କ୍ୟାପଟେନ ଙ୍କ ଦୃତତମ ରନ୍ ୨୫ବଲ ୪୩ ରନ ୪ଟି ଚଉକା ୩ଟି ଛକା ବଳ ରେ ୪୩ ରନ୍ ସଂଗ୍ରହ କରିନେଇଥିଲେ ଯାହାଦ୍ୱାରା ସହଜ ବିଜୟ ଲାଭ କରିଥିଲେ। ମୁମ୍ବାଇ ଇଣ୍ଡିୟାନ୍ ୧୭.୪ ବଲ ୫ ୱିକେଟ ବାକି ଥାଇ ବିଜୟ ଲାଭ କରିଛନ୍ତି।




