ଟିଟିଲାଗଡ଼ ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସମାରୋହରେ ଯୋଗଦେଇ ଓଡ଼ିଆ ଜାତିର ସ୍ଵାଭିମାନ ସୁରକ୍ଷା, ଭାଷା ଓ ସାହିତ୍ୟର ପ୍ରସାର ସହ ରାଜ୍ୟର ବିକାଶ ପାଇଁ ତାଙ୍କର ବହୁମୂଲ୍ୟ ଅବଦାନକୁ ଚିରସ୍ମରଣୀୟ କରିଥିଲେ ମନ୍ତ୍ରୀ ଟୁକୁନି ସାହୁ।

All rights reserved. Designed by Inter Softech