ଗୁଳୁଦିପଶି ଠାରେ ଚବିଶ ପ୍ରହରୀ ଅଖଣ୍ଡ ମହାମନ୍ତ୍ର ନାମଯଜ୍ଞ
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମରେ ଆଜି ଠାରୁ ଆରମ୍ଭ ହୋଇଯାଇଛି ଚବିଶ ପ୍ରହରୀ ଅଖଣ୍ଡ ମହାମନ୍ତ୍ର ନାମଯଜ୍ଞ ପାଇଁ ଭର ସକାଳୁ ସମସ୍ତେ ଉଠି ସାରି ଗାଁ କୀର୍ତନ ଦଳ ସାଥୀ ଗାଁ ଲୋକ ମାନେ ଏକତ୍ରିତ ହୋଇ ନାଳ କୂଳକୁ ଯାଇ ନିଜ ନିଜ କଳସୀ ରେ ପାଣି ପୁରୋଇ ଆଣିଥାନ୍ତି ତାପରେ ଗାଁ ସାରା ପୂଜା ପାଠ କରିଥାନ୍ତି ପୂଜା ପାଠ ସାରି ଗାଁ ର ମଣ୍ଡପକୁ ଆଣି ଥାଆନ୍ତି ଗାଁ ସାରା ଲୋକ ଏକାଠି ହୋଇଥାନ୍ତି ମଣ୍ଡପରେ ବୁଲା ବୁଲି କରିବା ପରେ ହଁରେ କୃଷ୍ଣ ହଁରେ କୃଷ୍ଣ ହରେ କୃଷ୍ଣ କହିଥାନ୍ତି ତାପରେ ନନା ଆସି ପୂଜାର୍ଚ୍ଚନା ଆରମ୍ଭ କରିଥାନ୍ତି
ଚବିଶ ପ୍ରହରୀ ଅଖଣ୍ଡ ମହାମନ୍ତ୍ର ନାମଯଜ୍ଞ ରେ ଯୋଗ ଦେଇଥିବା ସଂକୀର୍ତ୍ତନ ଦଳ ନାମ
(୧ ନଂ ଘଟଗାଁ ଯାମୁଁପଶି)
(୨ ନଂ ତୁରୁମୁଙ୍ଗା ବରୁଡ଼ିପଶି)
( ୩ ନଂ ଖିରେଇଟାଙ୍ଗିରି ନୂଆଗାଁ)
( ୪ ନଂ ଠାକୁରମୁଣ୍ଡା ତାଳପଦା)
(୫ ନଂ ମାଛଗଡ଼ ଅସ୍ତଯୋଡ଼ି)
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍





