ଝାରସୁଗୁଡ଼ା ଉପନିର୍ବାଚନ ପ୍ରସ୍ତୁତି ନେଇ ସିଇଓଙ୍କ ପ୍ରେସମିଟ୍
୨୫୩ ବୁଥରେ ହେବ ମତଦାନ, ୨୬ଟି ପିଙ୍କ୍ ବୁଥ୍।
ସକାଳ ୭ଟାରେ ମତଦାନ ଆରମ୍ଭ । ୨୫୩ ବୁଥ ଦାୟିତ୍ୱରେ ରହିବେ ୧୦୧୨ ପୁଲିସ କର୍ମଚାରୀ।୬୯ ବୁଥରେ ମାଇକ୍ରୋ ଅବଜରଭର୍ ରହିବେ । ଶତପ୍ରତିଶତ ବୁଥରେ ୱେବକାଷ୍ଟିଂ ଲାଗି ବ୍ୟବସ୍ଥା ହୋଇଛି l

All rights reserved. Designed by Inter Softech