(ରଜ ଉପଲକ୍ଷେ ସ୍ୱତନ୍ତ୍ର ମୁଭି ର ଉନ୍ମୋଚନ =ଆଉ ରଜ ଆସୁନାହିଁ ମୋ ଗାଁ ରେ )
ଜଗତସିଂହପୁର
ତା =16/6/23
ଆମ ରାଜ୍ୟ ର କୃଷି ଭିତିକ ପର୍ବ ରଜ | ରଜ ର ସେହି ଗ୍ରାମ୍ୟ ପରମ୍ପରା ରେ ଅନେକ ଅବକ୍ଷୟ ପରିଲକ୍ଷିତ ହୋଇଛି |ପୂର୍ବ ଭଳି ଗ୍ରାମ୍ୟ ପରମ୍ପରା ରେ ପୋଡ଼ ପୀଠା, ରଜ ଦୋଳି, ବାଗୁଡ଼ି ଖେଳ ଆଉ ଦେଖିବାକୁ ମିଳୁନାହିଁ |ଏହି ଗ୍ରାମ୍ୟ ପାରମ୍ପରା ରେ ହଜି ଯାଉଥିବା ସ୍ମୁତି କୁ ମନେ ପକାଇବା ପାଇଁ ଜଗତସିଂହପୁର ମାଟିର ପୁଅ ସୋମ୍ୟ ରଞ୍ଜନ ଆଚାର୍ଯ୍ୟ ଙ୍କ ନିର୍ଦେଶନା ଏବଂ ନିଜସ୍ୱ କଣ୍ଠ ରେ ରଜ ଉପଲକ୍ଷେ ସ୍ୱତନ୍ତ୍ର ଶ୍ୱର ଏବଂ ମୁଭି ° ଆଉ ରଜ ଆସୁନାହିଁ ମୋ ଗାଁ ରେ °ନିକଟରେ ରିଲିଜ ହୋଇଛି | ଏହି ସଂଗୀତ ଦର୍ଶକ ଙ୍କୁ ବେଶ ଆକୃଷ୍ଟ କରିଛି | ଏହା ର ମିଉଜିକ ଡାଇରେକ୍ଟର ଯଜ୍ଞ ଦାସ ଥିବା ଦେଲେ ଗୋପାଳ କୃଷ୍ଣ ଆଚାର୍ଯ୍ୟ ନିର୍ଦେଶନା ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ


April 18, 2026/
No Comments


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
