ଶିକ୍ଷା ବିରୋଧି ଜାତୀୟ ଶିକ୍ଷା ନୀତି ସଂପର୍କରେ ଏଆଇଡିଏସ୍‌ଓ ପକ୍ଷରୁ ଆଲୋଚନା ଚକ୍ର

ଶିକ୍ଷା ବିରୋଧି ଜାତୀୟ ଶିକ୍ଷା ନୀତି ସଂପର୍କରେ
ଏଆଇଡିଏସ୍‌ଓ ପକ୍ଷରୁ ଆଲୋଚନା ଚକ୍ର

ଢେଙ୍କାନାଳ – ତା ୨୫.୦୬.୨୦୨୩ – ଜାତୀୟ ଶିକ୍ଷା ନୀତି ୨୦୨୦ ବିରୁଦ୍ଧରେ ୨୧ ରୁ ୨୭ ଜୁନ ସାରା ଦେଶ ବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ ଅବସରରେ ଶିକ୍ଷା କ୍ଷେତ୍ରରେ ଫିସ୍ ବୃଦ୍ଧି ବନ୍ଦ କରିବା, +୨ ଓ +୩ରେ ସିଟ୍ ବୃଦ୍ଧି କରିବା, ବନ୍ଦ କରାଯାଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡିକୁ ତୁରନ୍ତ ଖୋଲିବା, ଖାଲି ପଡିଥିବା ସମସ୍ତ ଶିକ୍ଷକ-ଅଧ୍ୟାପକ ଓ କର୍ମଚାରୀ ପଦବୀରେ ସ୍ଥାୟୀ ନିଯୁକ୍ତି ଦେବା, ପାଠ୍ୟପୁସ୍ତକରୁ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକୁ ହଟାଇବା ବନ୍ଦ ତଥା ଅନ୍ୟାନ୍ୟ ଜ୍ୱଳନ୍ତ ଶିକ୍ଷା ସମସ୍ୟାର ସମାଧାନ ଦାବିରେ ଆଜ ଏଆଇଡିଏସ୍‌ଓ ପକ୍ଷରୁ ଜିଲ୍ଲା ଲେଖକ ସଂସଦ, ଢେଙ୍କାନାଳଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଆଇଡିଏସ୍‌ଓର ଓଡିଶା ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ତଥା ଢେଙ୍କାନାଳ ଜିଲ୍ଲା ଇନ-ଚାର୍ଜ ବିନୋଦ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଧନେଶ୍ୱର ସାହୁ, ଅନ୍ୟତମ ଅତିଥି ଭାବେ ଓଷ୍ଟା ଢେଙ୍କାନାଳ ଜିଲ୍ଲା ସଂପାଦକ ଶ୍ରୀଯୁକ୍ତ ବିଭୁତି ସାମଲ ଯୋଗଦେଇଥିବା ବେଳେ ଏଆଇଡିଏସ୍‌ଓର କେନ୍ଦ୍ରୀୟ ଅଫିସ ସଂପାଦକ ତଥା ରେଭେନ୍ସା ଛାତ୍ରସଂସଦର ପୂର୍ବତନ ସଭାପତି ଶିବାଶିଷ ପ୍ରହରାଜ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଢେଙ୍କାନାଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ, ଅଧ୍ୟାପକ, ବୁଦ୍ଧିଜୀବୀ ଓ ଅବିଭାବକମାନେ ମଧ୍ୟ ଏହି ଆଲୋଚନା ଚକ୍ରରେ ଉପସ୍ଥିତ ଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ସମସ୍ତ ଗଣତାନ୍ତ୍ରିକ ରୀତିନୀତିକୁ ପଦଦଳିତ କରି ଛାତ୍ର ସଂଗଠନ, ଶିକ୍ଷକ ସମାଜ ଏବଂ ବୁଦ୍ଧିଜୀବୀମାନଙ୍କ ମତାମତକୁ ଉପେକ୍ଷା କରି କେନ୍ଦ୍ରର ବିଜେପି ସରକାର ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷା ନୀତି – ୨୦୨୦ କାର୍ଯ୍ୟକାରୀ କରୁଛି । ୧୯୮୬ ମସିହାରେ କଂଗ୍ରେସ ଅମଳର ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଶିକ୍ଷାର ଯେଉଁ ବ୍ୟବସାୟୀକରଣ, ସାଂପ୍ରଦାୟୀକଣ ଓ ଧନ୍ଦାମୂଖୀକରଣ ଆରମ୍ଭ ହୋଇଥିଲା, ବର୍ତ୍ତମାନର ଏହି ଶିକ୍ଷା ନୀତି ତାର ଏକ ଧାରାବାହିକତା ମାତ୍ର । ଏହି ଶିକ୍ଷା ନୀତି ଅନୁଯାୟୀ ୩ ବର୍ଷର ଆଦ୍ୟ ଶୈଶବ ଶିକ୍ଷା (ଚକ୍ସର-କ୍ଟ୍ରକ୍ସସଜ୍ଞବକ୍ସଚ୍ଚ ଋୟଙ୍କମବଗ୍ଧସକ୍ଟଦ୍ଭ) ସହିତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀକୁ ସଂଯୋଜିତ କରାଯାଇ ମୁଖ୍ୟତଃ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା (ଋଉଉଋ) ପରିଚାଳିତ ହେବ । ଯାହା ଶିଶୁମାନଙ୍କର ଭବିଷ୍ୟତକୁ ଅନ୍ଧକାରମୟ କରିବ । ସ୍କୁଲ କମ୍ପେ୍ଲକ୍ସ ଜରିଆରେ ମୂଳତଃ ସରକାରୀ ସ୍‌ୁଲଗୁଡିକୁ ବନ୍ଦ କରିବାର ଷଡଯନ୍ତ୍ର କରାଯାଇଛି । ସେହିଭଳି ଷଷ୍ଠ ଶ୍ରେଣୀରୁ ଭୋକେସନାଲ ବା ଧନ୍ଦାମୂଳକ ଶିକ୍ଷା ଚାଲୁ କରିବା, ନବମ ଶ୍ରେଣୀରୁ ସେମିଷ୍ଟାର ବ୍ୟବସ୍ଥା ପ୍ରଚଳନ କରିବା, ଉଚ୍ଚ ମାଧ୍ୟମିକ ଶିକ୍ଷାରେ କଳା, ବିଜ୍ଞାନ ଓ ବାଣିଜ୍ୟ ତଥା ପାଠ୍ୟକ୍ରମ ଓ ସହ-ପାଠ୍ୟକ୍ରମ ମଧ୍ୟରେ ପାର୍ଥକ୍ୟ ନରଖିବା ଶିକ୍ଷାର ମୂଳ ନିର୍ଯ୍ୟାସକୁ ହିଁ ବିପଦଗ୍ରସ୍ତ କରିବ । ଚାରି ବର୍ଷିଆ ଡିଗ୍ରୀ କୋର୍ସର ପ୍ରଚଳନ, ସାରା ଦେଶ ପାଇଁ ଏକକ ଏଣ୍ଟ୍ରାନ୍ସ ପ୍ରଚଳନ କରିବା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସଂସ୍ଥାମାନଙ୍କୁ ଭାଙ୍ଗି କେବଳ ଗୋଟିଏ ସ୍ୱେରାଚାରୀ ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ (ଏଚ୍‍.ଇ.ସି.ଆଇ) ଗଠନ କରିବା, ବିଦେଶୀ ବିଶ୍ୱବିଦ୍ୟାଳୟମାନଙ୍କୁ ଭାରତରେ ଶାଖା ଖୋଲିବା ପାଇଁ ଅନୁମତି ଦେବା, ଡିଜିଟାଲାଇଜେସନ୍‍ ନାଁରେ ସୁକୌଶଳରେ ଅନ୍‍ଲାଇନ୍‍ ଶିକ୍ଷା ପ୍ରଣୟନ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ଜରିଆରେ ଯେଉଁସବୁ ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ତାହା ଶିକ୍ଷାକୁ ସଂପୂର୍ଣ୍ଣ ଭାବରେ ବଜାରର ଏକ ପଣ୍ୟରେ ପରିଣତ କରିବ । ଏହା ବ୍ୟତୀତ ହିନ୍ଦୀ ଓ ସଂସ୍କୃତ ଶିକ୍ଷାକୁ ଗୁରତ୍ୱ ଦିଆଯାଇ ଇଂରାଜୀ ଶିକ୍ଷାର ଗୁରୁତ୍ୱ ହ୍ରାସ କରିବା ଭଳି ଯୋଜନା ଛାତ୍ରଛାତ୍ରୀଙ୍କ ଜ୍ଞାନ ଆହରଣ କ୍ଷେତ୍ରରେ ବାଧା ସୃଷ୍ଟି କରିବ । ‘ଭାରତୀୟ ଜ୍ଞାନ ବ୍ୟବସ୍ଥା’ ପ୍ରଚଳନ କରିବା ନାଁରେ ବିଜ୍ଞାନଭିତ୍ତିକ ଶିକ୍ଷା ବଦଳରେ ସିଲାବସ୍‍ରେ ବିଭିନ୍ନ ମନଗଢା କାହାଣୀକୁ ସ୍ଥାନ ଦେବାକୁ ଏହି ନୀତିର ସୁପାରିଶ ଗୋଟିଏ ଦିଗରେ ଆମ ଦେଶରେ ଜ୍ଞାନବିଜ୍ଞାନର ବିକାଶ କ୍ଷେତ୍ରରେ ବାଧା ସୃଷ୍ଟି କରିବ ଓ ଅନ୍ୟ ଦିଗରେ ବିଶ୍ୱ ଜ୍ଞାନଭଣ୍ଡାରରେ ଭାରତୀୟଙ୍କ ଅବଦାନକୁ ନ୍ୟୁନ କରିବ । କହିବା ବାହୁଲ୍ୟ ଏହା ଫାସିବାଦର ସାଂସ୍କୃତିକ ଭିତ୍ତିକୁ ସୁଦୃଢ କରିବ । ଏକ କଥାରେ କହିବାକୁ ଗଲେ ଅତ୍ୟନ୍ତ ମଧୁର ଶବ୍ଦ ବିନ୍ୟାସ ଜରିଆରେ ଦେଶର ଜନସାଧାରଣଙ୍କୁ ମୋହିତ କରି ପ୍ରଚଳନ କରାଯାଉଥିବା ‘ମହାକାଳ ଫଳ ସଦୃଶ’ ଏହି ଶିକ୍ଷା ନୀତି ବାସ୍ତବରେ ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରଦାୟୀକରଣ, ଧନ୍ଦାମୁଖୀକରଣ ଓ କେନ୍ଦ୍ରୀକରଣ ପାଇଁ ଉଦ୍ଦିଷ୍ଟ । ଏଣୁ ଏହା ବିରୁଦ୍ଧରେ ଦୃଢ ଆନ୍ଦୋଳନ ସଂଗଠିତ କରିବା ପାଇଁ ସର୍ବସ୍ତରର ଜନସାଧାରଣ ବିଶେଷ କରି ଛାତ୍ର ସମାଜ ସଂଗଠିତ ହୋଇ ପ୍ରତିବାଦକୁ ଶକ୍ତିଶାଳୀ କରିବା ପାଇଁ ଏଆଇଡିଏସ୍‍ଓ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech