ଜନ୍ମଦିନ ପାଳନ
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଢେଙ୍କାନାଳ ମୁଖ୍ଯ ଶାଖାର ବରିଷ୍ଠ ସହାୟକ ତଥା ଷ୍ଟେଟ୍ ବ୍ୟାଙ୍କ୍ କର୍ମଚାରୀ ସଂଘର ଜୋନାଲ ସେକ୍ରେଟେରୀ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ସାହୁଙ୍କ ଜନ୍ମଦିନ ଶାଖା ପରିସରରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ମୁଖ୍ଯ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ ତଥା ସୌମ୍ଯ ମିଶ୍ର ପ୍ରମୁଖ ଉଦବୋଧନ ଦେବା ସହ ତାଙ୍କର ଦୀର୍ଘ ଜୀବନ ଓ ସଫଳ କର୍ମମୟ ଜୀବନ କାମନା କରିଥିଲେ। ବ୍ଯାଙ୍କର ସମସ୍ତ କର୍ମଚାରୀ ଜନ୍ମଦିନର ଶୁଭେଛା ଜଣାଇଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


