ହିଞ୍ଜଳିକାଟୁ : ହିଞ୍ଜିଳିକାଟୁ ମୋହନ କଲୋନୀ ପ୍ରଥମ ଲାଇନ ୭ ନମ୍ବର ୱାର୍ଡ ର କନକ ଚୌଧୁରୀ ନାମକ ଏକ ବୁଢ଼ୀ ମା ଅନ୍ନପୂର୍ଣ୍ଣା କାର୍ଡ ପାଇଛନ୍ତି। ସେ ମାଆ ଙ୍କୁ ଗତ ୨୮/୧୦/୨୦୨୨ ଠାରୁ ତାଙ୍କ ରାସନ ସାମଗ୍ରୀ ପାଇଁ ନାହାନ୍ତି । ଗରିବ ଲୋକଙ୍କ ଏକ ମାତ୍ର ସାହାର୍ଯ୍ୟ ରାସନ ସାମଗ୍ରୀ। ସେ ସାମଗ୍ରୀ କୁ କିଏ ଖାଉଛି


କିଏ ।
ହିଞ୍ଜିଳିକାଟୁ ରୁ ଅନ୍ତର୍ଯ୍ୟାମୀ ଚୌଧୁରୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




