(“ପ୍ରିୟେ ତୁ ମୋ ସିଏ” ଫିଲିମ ସମ୍ପୂର୍ଣ ବ୍ୟାନ କରାଯିବା ସହିତ ଫିଲିମ ର ସଂଯୋଜିକା, ନିର୍ଦ୍ଧେଶିକା, ନାୟିକା ଙ୍କୁ ଗିରଫ ଦାବିରେ ବିକ୍ଷୋଭ )
ଜଗତସିଂହପୁର
ତା =12/7/23
” ପ୍ରିୟେ ତୁ ମୋ ସିଏ ” ଓଡ଼ିଆ ଫିଲିମ ରେ ହରିଜନ ଶବ୍ଦ କୁ ବାରମ୍ବାର ଖରାପ ଉଦେଶ୍ୟରେ ବ୍ୟବହାର କରି ହରିଜନ ଜାତିକୁ ଅପମାନିତ, ନିନ୍ଦିତ, ଏବଂ ଘୃଣାଭାବ ସୃଷ୍ଟି କରାଯାଇଛି | ଯାହା ସମ୍ବିଧାନ ବିରୋଧି | ତେଣୁ ଏହି ଫିଲିମ କୁ ସମ୍ପୂର୍ଣ ବ୍ୟାନ କରିବା ସହିତ ଫିଲିମ ର ପ୍ରଯୋଜିକା ଝିଲିକ ଭତ୍ତାଚାର୍ଯ୍ୟ | ନିର୍ଦେଶକ ସୁଧାଂଧୁ ସାହୁ | ନାୟିକା ଏଲିନା ସାମନ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଉତ୍କଳ ଏସି . ଏସ.ଟି ଦଳିତ ସଂଗଠନ ଓଡିଶା ପକ୍ଷରୁ ରାଜ୍ୟ ସଭାପତି ମିନତୀ ମଲ୍ଲିକ |ରାଜ୍ୟ ସମ୍ପାଦକ ଚନ୍ଦ୍ର ଶେଖର ମଲ୍ଲିକ ଙ୍କ ନେତୃତ୍ୱ ରେ ଶତାଧିକ କର୍ମକର୍ତା ପ୍ରତିବାଦ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରି ଜ଼ିଲ୍ଲାପାଳ ଏବଂ ସଦର ଥାନା ଆଇ ଆଇ ସି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ







![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)