ଖୋଲିବ ଶ୍ରୀମନ୍ଦିର ଚାରିଦ୍ବାର
ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ।
ଆଜି ପୁରୀ ଜିଲ୍ଲାପାଳଙ୍କ ଅଫିସରେ ବସିବ ସ୍ବତନ୍ତ୍ର ବୈଠକ।
ବୈଠକରେ ଯୋଗଦେବେ ଦସ୍ତଖତ ଅଭିଯାନ ଚଳାଇଥିବା ସଂସ୍ଥା।
ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।

All rights reserved. Designed by Inter Softech