ଆଳି ନାଗରିକ ମଞର ସଭାପତି ତଥା ସମାଜସେବୀ, ପରୋପକାରୀ ଶାନ୍ତ ସ୍ବାଭାପର ଭାବେ ସାରା ଜିଲ୍ଲାରେ ପରିଚିତ,କବି, ସଂଗ୍ରାମୀ, ହିନ୍ଦୀ,ଓଡିଆ,ବଙ୍ଗାଳୀ ଭାଷାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିବା ଏବଂ ତାଙ୍କ ଦ୍ବାରା ରଚିତ ୩୫ ଗୋଟି କବିତାଙ୍କୁ ନେଇ ଏକ ପୂର୍ଣ୍ଣ କବିତା ସଂକଳନ ମଣିଷ ଆଖିର ଲୁହ
ର ସ୍ରଷ୍ଟା ସେ ହେଉଛନ୍ତି କମ୍ରେଡ ଧନେଶ୍ୱର ରାଉତ। ଆସନ୍ତୁ ଶୁଣିବା ତାଙ୍କରି ମୁହଁରୁ କବିତା




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)