ଶିକ୍ଷକଙ୍କ ବାଡ଼ିରେ ଫଳିଛି ଜାପାନୀ ମିୟା ଜାତୀୟ ଆମ୍ବ ଓ ଔଷଧୀୟ ବୃକ୍ଷ !
ଜୁନାଗଡ଼, ସରକାରଙ୍କ ନଜରନାହିଁ ଅଭଲି ଚାଷୀଙ୍କ ଉପରେ, ସେ ଜଣେ ଶିକ୍ଷକ ହେଲେବି ଜଣେ ଚାଷୀ, ଆଟୀଗାଁ ପଞ୍ଚାୟତ ଅନ୍ତର୍ଗତ କାନ୍ଦୁଲଗୁଡା ଗ୍ରାମରେ ଜଣେ ଶିକ୍ଷକ ଶ୍ରୀ ରାକ୍ଷ୍ୟାକର ଭୋଇ ଙ୍କ ବାଡ଼ିରେ ଫଳିଛି ଜାପାନୀ ମିୟା ଜାତୀୟ ଆମ୍ବ ଏବଂ 108 ପ୍ରକାର ଔଷଧୀୟ ବୃକ୍ଷ୍ୟ ଓ ଫଳଗଛ, ଶିକ୍ଷକତା କରି ମଧ୍ୟ ଏପରି ବୃକ୍ଷ୍ୟ ରୋପଣକରି ଏହି ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟି ଛନ୍ତି, ଜାପାନୀ ମିୟା ଜାତୀୟ ଆମ୍ବ କୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟିଛି, ସେହି ଜାପାନୀ ଆମ୍ବ କିପରି ବିକ୍ରି କରାଯିବ ଓ ଔଷଧୀୟ ବୃକ୍ଷ୍ୟର ରକ୍ଷଣା ବେକ୍ଷଣା କରାଯିବ,ସେଥିପ୍ରତି ଜନମାହଳରେ ଆଲୋଚନା ହେଉଛି, କି ସରକାର ତା ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନୁରୋଧ କରାଯାଉଛି! ଜୁନାଗଡ଼ ପ୍ରତିନିଧି ବାଲେଶ୍ୱର ସୁନାନୀ ଜାଗ୍ରତ ଭାରତ




