ସୁପ୍ରିମକୋର୍ଟର ରାୟକୁ ନେଇ ଗଞ୍ଜାମ ଜିଲ୍ଲା
କଂଗ୍ରେସ ମହଲରେ ଖୁସିର ଲହରୀ.
ଜାଗ୍ରତ ଭାରତ ନ୍ୟୁଜ (ରୁପକ ମହାନ୍ତି )
ଆଜି ତା-୦୪/୦୮/୨୦୨୩ ରିଖ ଶୁକ୍ରବାର, ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବର୍ତ୍ତମାନ ଶାସନରେ ଥିବା ସରକାର ଯେଭଳି ଭାବେ ଛାପ ପଖାଇ ଗୁଜୁରାଟ କୋର୍ଟରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଓ ଲୋକ ପ୍ରତିନିଧି ପଦ ମଧ୍ୟ ରଦ୍ଦ କରାଯାଇଥିଲା କିନ୍ତୁ ଆଜି ସୁପ୍ରିମକୋର୍ଟର ଵିଚାର ପତି ଯେଉଁ ରାୟ ଦେଲେ, ସେଥି ପାଇଁ ଆମ ଗଂଜାମ ଜିଲ୍ଲା କଂଗ୍ରେସ ତରଫରୁ ଧନ୍ୟବାଦ ଜଣାଉଛୁ। କାରଣ ରାହୁଲ ଗାନ୍ଧୀ ଜଣେ ଗରିବ ମାନଙ୍କର ନେତା ଅଟେ, ସେଥି ଲାଗି ଆଜି ଧର୍ମର ଜୟ ହେଲା। ରାୟ ଶୁଣାଣୀ ପରେ ଖୁସିରେ ମିଠା ବଣ୍ଟନ କରିବା ସହ ବାଣ ପୁଟାଇ ଖୁସି ମାନଇଥିଲୁ ।ଉକ୍ତ କାର୍ଯ୍ୟକ୍ରମଟି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ଆହ୍ୱାନ କ୍ରମେ ,ସ୍ .ଦଣ୍ଡପାଣି ପତ୍ର , ସନାତନ ସାହୁ, ଭାଗୀରଥି ବେହେରା, ଭୋକାଲି ସେଠୀ, ବୃନ୍ଦାବନ ଖଟେଇ, ରବିନ୍ଦ୍ର ଅଧିକାରୀ, କିଶୋର କାପୂର, ଶ୍ୟାମସୁନ୍ଦର ଦୋରା, ଭବାନୀ ସାହୁ, ଦବ୍ଲୁ.ବାଲକ୍ରିଷ୍ଣା,ସୁଭାସିନୀ ପଟ୍ଟନାୟକ, ରିତା ଦଳାଇ, ଗୌରୀ ସାହୁ, ପଦ୍ମା ମହାରଣା ଙ୍କ ସମେତ ସମସ୍ତ କର୍ମୀ ଉପସ୍ଥିତ ରହି ବହୁ ଆଡମ୍ବର ଖୁସୀ ମାନଇଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

