ଓଡିଶା ପ୍ରଜା ସଂଘର୍ଷ ସମିତି ପକ୍ଷରୁ ରାଜ୍ୟ ସଭାପତି ଇଂ ଦେବାଶିଷ ହୋତା କାମାକ୍ଷାନଗର ଏନ୍‌ଏସିର ସମସ୍ତ ହିତାଧୂକାରୀଙ୍କୁ ପଟ୍ଟା ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଅନୁରୋଧ

ଓଡିଶା ପ୍ରଜା ସଂଘର୍ଷ ସମିତି ପକ୍ଷରୁ ରାଜ୍ୟ ସଭାପତି ଇଂ ଦେବାଶିଷ ହୋତା କାମାକ୍ଷାନଗର ଏନ୍‌ଏସିର ସମସ୍ତ ହିତାଧୂକାରୀଙ୍କୁ ପଟ୍ଟା ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଅନୁରୋଧ

ଢେଙ୍କାନାଳ(୭/୮): ଆଜି ଓଡିଶା ପ୍ରଜା ସଂଘର୍ଷ ସମିତି ରାଜ୍ୟ ସଭାପତି ଇଂ ଦେବାଶିଷ ହୋତା ୪ ବର୍ଷ ପୁର୍ବ ଜିଲ୍ଲାପାଳଙ୍କ ନିଷ୍ପତି ଅନୁଯାୟୀ କାମାକ୍ଷାନଗର ଏନ୍‌ଏସିର ସମସ୍ତ ୮୬୯ ଜଣ ହିତାଧିକାରୀଙ୍କୁ ତୁରନ୍ନ ଭୂମି ଅଧିକାର ପ୍ରମାଣ ପତ୍ର ବା ପଟ୍ଟା ପ୍ରଦାନ କରିବା ନିମନ୍ତେ ବର୍ତମାନର ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମହୋଦୟଙ୍କୁ ଅନୁରୋଧ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ୪ ବର୍ଷ ପୁର୍ବ ନିଷ୍ପତିର ୩ ନମ୍ବର ବିନ୍ଦୁରେ ସେ ସମୟର ଜିଲ୍ଲାପାଳ ଲେଖୁଛନ୍ତି- “ଟାଉନ ଏବଂ ଗାଁରେ ବାସ କରୁଥିବା ଭୂମିହୀନଙ୍କୁ ଭୂମି ଦେବା ପାଇଁ ଚର୍ଚ୍ଚା କରାଗଲା । କାମାକ୍ଷାନଗର ଏନ୍‌ଏସିର ଆଳଡୁମା ମୌଜାର କିଛି ଲୋକଙ୍କୁ ୧୯୫୫ ମସିହାର ଭୟାବହ ବନ୍ୟା ପରେ ନୂଆଆଳତୁମାରେ ଥଇଥାନ କରାଯାଇଥିଲା । କିନ୍ତୁ ଉକ୍ତ ଜମିଗୁଡିକର କିସମ “ ଜଙ୍ଗଲ” ହୋଉଥିବାରୁ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇପାରିନାହିଁ ।
ଜଙ୍ଗଲ ନିୟାମକ ୨୦୦୬ ଅନୁଯାୟୀ ଏମାନଙ୍କୁ କିଭଳି ପଟ୍ଟା ପ୍ରଦାନ କରାଯାଇପାରିବ ସେଥୂପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ କାମାକ୍ଷାନଗର ଉପ-ଜିଲ୍ଲାପାଳଙ୍କୁ ଆଦେଶ ଦିଆଯାଉଛି । କାମାକ୍ଷାନଗର ଏନ୍‌ଏସିର ୮୬୯ ଜଣ ହିତାଧ୍ୟାକାରୀଙ୍କ ମଧ୍ୟରୁ ଯୋଗୀ ସାହି ବସ୍ତିର ୧୩୩ ଜଣ ହିତାଧୂକାରୀ, ଦିଗୋଡିଆ ହରିଜନ ସାହି ବସ୍ତିର ୧୩୨ ଜଣ ହିତାଧୂକାରୀ, ନୂଆ-ଆଳତୁମା ଶବର ସାହି ବସ୍ତିର ୧୧୩ ଜଣ ହିତାଧୂକାରୀ, ମୁଣ୍ଡିଦେଉଳି ହରିଜନ ସାହି ବସ୍ତିର ୬୩ ଜଣ ହିତାଧ୍ୟାକାରୀ, ନୂଆ-ଆଳତୁମା ଝରା ସାହି ବସ୍ତିର ୫୯ ଜଣ ହିତାଧୂକାରୀ, ଶଙ୍କରପୁର ବସ୍ବର ୪୧ ଜଣ ହିତାଧ୍ୟାକାରୀ ଏବଂ କଲୋନୀ ସାହି ବସ୍ତିର ୮ ଜଣ ହିତାଧିକାରୀଙ୍କୁ ଓଡ଼ିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଆଇନ୍-୨୦୧୭ ଅନୁଯାୟୀ ଆଜି ଯାଏଁ ଭୂମି ଅଧିକାର ପ୍ରମାଣ ପତ୍ର ବା ପଟ୍ଟା ମିଳିପାରିନାହିଁ, କାରଣ ଏମାନଙ୍କର ଜମିଗୁଡିକର କିସମ ” ଜଙ୍ଗଲ” । ଇଂ. ହୋତାଙ୍କ ନେତୃତ୍ବରେ ସମିତି ସାରା ରାଜ୍ୟରେ ଗଣତାନ୍ତ୍ରିକ ଉପାୟରେ ଜୋଦାର୍ ଆନ୍ଦୋଳନ ଜାରି ରଖୁବା ଯୋଗୁଁ ରାଜ୍ୟ ସରକାର ବାଧ୍ୟ ହୋଇ ଗତ ୧୩ ସେପ୍ଟେମ୍ବର ଦିନ ଓଡିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଆଇନ୍- ୨୦୧୭ ପ୍ରଣୟନ କରିଥିଲେ ।
ଏଗୁଡିକ ମଧ୍ୟରୁ କିଛି ପ୍ରମୁଖ ଆନ୍ଦୋଳନଗୁଡିକ ହେଲା, ୧୭ ନଭେମ୍ବର ୨୦୧୬ ଦିନ ୫ ହଜାରରୁ ଉର୍ଦ୍ଧ୍ବ ଭୂମିହିନଙ୍କର ଭୂବନେଶ୍ବର ଲୋୟର ପିଏମ୍ଭି ରାଲି, ୧୪ ଡିସେମ୍ବର ୨୦୧୬ ରାତି ଯାଏଁ ୨ ହଜାରରୁ ଉର୍ଦ୍ଧ୍ବ ଭୂମିହିନଙ୍କର ଢେଙ୍କାନାଳ ଧାରଣା, ୨୭ ଡିସେମ୍ବର ୨୦୧୬ ରାତି ଯାଏଁ ୫ ହଜାରରୁ ଉର୍ଦ୍ଧ୍ବ ଭୂମିହିନଙ୍କର କାମାକ୍ଷାନଗର-ଢେଙ୍କାନାଳ ରାସ୍ତା ଜାମ, ୨୮ ଡିସେମ୍ବର ୨୦୧୬ ରାତି ଯାଏଁ ୫ ହଜାରରୁ ଉର୍ଦ୍ଧ୍ବ ଭୂମିହିନଙ୍କର ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ୨୭ ଫେବୃୟାରୀ ୨୦୧୭ ରାତି ଯାଏଁ ୫ ହଜାରରୁ ଉର୍ଦ୍ଧ୍ବ ଭୂମିହିନଙ୍କର କାମାକ୍ଷାନଗର ତହସିଦାର୍‌ଙ୍କ କାର୍ଯ୍ୟାଳୟ ଘେରାଉ ଏବଂ ଶେଷରେ ୧୧ ଜୁଲାଇ ୨୦୧୭ ଦିନ ୫ ହଜାରରୁ ଉର୍ଦ୍ଧ୍ବ ଭୂମିହିନଙ୍କର ଭୂବନେଶ୍ୱର ତହସିଦାର୍‌ଙ୍କ କାର୍ଯ୍ୟାଳୟ ଘେରାଉ । ଦୁର୍ଭାଗ୍ୟର ବିଷୟ ୪ ବର୍ଷ ପୁର୍ବ ଜିଲ୍ଲାପାଳଙ୍କ ନିଷ୍ପତି ସତ୍ତ୍ବେ ଆଜି ଯାଏଁ କାମାକ୍ଷାନଗର ଏନ୍ଏସିର ସମସ୍ତ ୮୬୯ ଜଣ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବା ପଟ୍ଟା ପ୍ରଦାନ କରାଯାଇନାହିଁ । ଆଜି ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ଆମ ଦେଶର ପ୍ରଥମ ଜିଲ୍ଲାପାଳ ଭାବରେ ଶ୍ରୀ ସରୋଜ କୁମାର ସେଠୀ ମହୋଦୟ ଜଙ୍ଗଲ ନିୟାମକ ୨୦୦୬ ଏବଂ ଓଡିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଆଇନ୍-୨୦୧୭ ଜାଗା ମିଶନ ଅନୁଯାୟୀ ଢେଙ୍କାନାଳ ଟାଉନ୍‌ର ୩୪ ଜଣ ହିତାଧ୍ୟାକାରୀଙ୍କୁ
ଭୂମି ଅଧିକାର ପ୍ରମାଣ ପତ୍ର ବା ପଟ୍ଟା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଏହି ଆଦେଶକୁ ଆଖୁ ଆଗରେ ରଖୁ ୪ ବର୍ଷ ପୁର୍ବ ଜିଲ୍ଲାପାଳଙ୍କ ନିଷ୍ପତି ଅନୁଯାୟୀ କାମାକ୍ଷାନଗର ଏନ୍‌ଏସିର ସମସ୍ତ ୮୬୯ ଜଣ ହିତାଧ୍ୟାକାରୀଙ୍କୁ ତୁରନ୍ତ ଭୂମି ଅଧିକାର ପ୍ରମାଣ ପତ୍ର ବା ପଟ୍ଟା ପ୍ରଦାନ କରିବା ନିମନ୍ତେ ମୁଁ ତାଙ୍କୁ ଅନୁରୋଧ କରୁଛି ।

ନଚେତ୍ ଏହି ହିତାଧୂକାରୀମାନଙ୍କର ୫ ହଜାର ପରିବାର ସଦସ୍ୟ ୧୬ ସେପ୍ଟେମ୍ବର ୨୦୨୩ ଦିନ କାମାକ୍ଷାନଗର ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହେବେ ବୋଲି ଇଂ ହୋତା
ଇତ୍ୟବସରରେ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech