ଢେଙ୍କାନାଳ ଜିଲ୍ଲା କପିଳାସ ପିଠରୁ ଉଦ୍ଧାର ହେଲା ୩ ଟି ସାପ ୨ଟି ନାଗସାପ ଓ ଗୋଟିଏ ଅଜଗର ସାପ
ଢେଙ୍କାନାଳ ଜିଲ୍ଲା ର ବନ୍ୟାଜନ୍ତୁ ଓ ସାପ ଉଦ୍ଧାର କାରି ଉଦ୍ଧାର କରିଥିଲେ । ସାପ ଉଦ୍ଧାର କାରି ର ସଦସ୍ୟ ସୋମ୍ୟଜିତ୍ ରଥ , ସୂର୍ଯ୍ୟକାନ୍ତ ବେହେରା,ଶଙ୍କର ନାୟକ ଓ ଅନ୍ୟ ସାଥି ମାନଙ୍କ ସହ ମିଶି ଉଦ୍ଧାର କରିଥିଲେ ୩ଟି ସାପ। ଉଦ୍ଧାର କରି ସାପ ଗୁଡ଼ିକୁ କପିଳାସ ଜଙ୍ଗଲ ରେ ରଖିଦେଇଥିଲେ।




