ବିଡିଓ ହେଲେ ଗିରଫ
ଫେରାର୍ ବିଡିଓଙ୍କୁ ଆଠ ବର୍ଷ ପରେ ଗିରଫ କଲା ଭିଜିଲାନ୍ସ।
ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ଦିଲ୍ଲୀରୁ ଗିରଫ। ୭ଟି ଦୁର୍ନିତୀ ମାମଲାରେ ରମେଶ ଙ୍କୁ ଖୋଜୁଥିଲା ଭିଜିଲାନ୍ସ।
୨୦୧୫ରୁ ଫେରାର ଥିଲେ ରମେଶ ଚନ୍ଦ୍ର ସାହୁ। ଆଜି ତାଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯିବ।




