ସମସ୍ତ ଆଇ.ସି.ଆର.ପି.ମାନଙ୍କୁ ଜୀବିକା ମିଶନରେ ସ୍ଥାୟୀ ନିଯୁକ୍ତି ଦାବୀ

ସମସ୍ତ ଆଇ.ସି.ଆର.ପି.ମାନଙ୍କୁ ଜୀବିକା ମିଶନରେ ସ୍ଥାୟୀ ନିଯୁକ୍ତି ଦାବୀ

ଢେଙ୍କାନାଳ, ୨୧/୮: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜୀବିକା ମିଶନ ଯୋଜନାରେ ଓଡିଶାରେ ୨୦୧୪ ମସିହା ଠାରୁ କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାର ସଫଳ ରୂପାୟନ ପାଇଁ ଇଂଟରନାଲ କମ୍ୟୁନିଟି ରିସର୍ଚପର୍ସନମାନେ ପ୍ରମୁଖ ଦାୟିତ୍ବ ପାଳନ କରିଥିଲେ। ତାଲିମ ପ୍ରାପ୍ତ ଏହି ମହିଳାମାନେ ବିପଦ ସଂକୁଳ ପଥ ଅତିକ୍ରମ କରି ଦୁର୍ଗମ ଓ ଅପହଂଚ ଇଲାକାରେ ସାଧାରଣ ମହିଳାମାନଙ୍କୁ ସୟଂ ସହାୟକ ଗୋଷ୍ଠୀ ଗଠନ ପାଇଁ ଉତ୍ସାହିତ କରିବା, ଭାଙ୍ଗିଯାଇଥିବା ଗୋଷ୍ଠୀ ଗୁଡିକର ପୁନର୍ଗଠନ, ନୂତନ ଗୋଷ୍ଠୀ ଗଠନ, ଗୋଷ୍ଠୀ ଗୁଡିକୁ ତାଲିମ ପ୍ରଦାନ, ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ, ସେମାନଙ୍କୁ ସୟଂ ସହାୟକ ଗୋଷ୍ଠୀ ଗଟନ ପାଇଁ ଉତ୍ସାହିତ କରିବା, ଭାଙ୍ଗିଯାଇଥିବା ଗୋଷ୍ଠୀ ଗୁଡିକର ପନର୍ଗଠନ, ନୂତନ ଗୋଷ୍ଠୀ ଗଠନ, ଆଂଚଳିକ ମଂଚ ଓ ପଂଚାୟତସ୍ତରୀୟ ସଂଘ ଗଠନ, ଗୋଷ୍ଠୀ ଗୁଡିକର ସୁପରିଚାଳନା ପାଇଁ ମହିଳାମାନଙ୍କୁ ସହମତି କ୍ରମେ କାର୍ଯ୍ୟକରିବା ପାଇଁ ଶିକ୍ଷା ଦେବା ସେମାନଙ୍କର ପ୍ରମୁଖ କାର୍ଯ୍ୟ ଥିଲା। ଦିନରେ କାମ ସାରି ସନ୍ଧ୍ୟାରେ ଘରକୁ ଫେରୁଥିବା ମହିଳାମାନଙ୍କୁ ରାତିରେ ଏକାଠି କରି ଗୋଷ୍ଠୀ ଗଠନ କରିବାର ଦାୟିତ୍ଵ ମଧ୍ୟ ନେବାକୁ ପଡୁଥିଲା । ଏଥିରେ ପ୍ରାୟ ୨୫୦୦ରୁ ଉର୍ଦ୍ଧ ଶିକ୍ଷିତା ମହିଳା କାର୍ଯ୍ୟରତ ଥିଲେ । ଏହି କର୍ମଚାରୀମାନେ ୩୦ ଦିନ ଭିତରେ ପ୍ରାୟ ୪୫୦ ପରିବାରକୁ ନେଇ କାର୍ଯ୍ୟ କରୁଥିଲେ । ପରବର୍ତୀ ସମୟରେ ପ୍ରାୟ ୬୫୦ରୁ ଉର୍ଦ୍ଧ୍ବ ପରିବାରକୁ ନେଇ କାମ କରିବାକୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ପୁନର୍ବାର ୧୪ ଦିନ ଭିତରେ ପ୍ରାୟ ୧୦୦୦ ପରିବାରକୁ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ୪୫୦ ପରିବାରକୁ ସଂଘଠିତ କରିବା ପାଇଁ ସେମାନଙ୍କୁ ସମସ୍ତ ଖର୍ଚ୍ଚ ସମେତ ୧୫୦୦୦ ଟଙ୍କା ମିଳୁଥିଲା ୬୫୦ ପରିବାର ପାଇଁ ୯୦୦୦ ରୁ ୧୦୦୦୦ ଟଙ୍କା ମିଳୁଥିଲା ୧୪ ଦିନ କାମ ପାଇଁ ୫୦୦୦ରୁ ୭୦୦୦ ଟଙ୍କା ପ୍ରଦାନ କରାଗଲା । ଏହାଫଳରେ ସେମାନଙ୍କ ଉପରେ ଲଗାତାର ଶ୍ରମରବୋଝ ଲଦିଦିଆଯାଇ ମଜୁରୀ ଜମାଇ ଦିଆଗଲା । ସବୁଜିଲ୍ଲାରେ ବର୍ତମାନ କାର୍ଯ୍ୟ ଶେଷ ହୋଇଯାଇଛି । ଏଭଳି ସ୍ଥିତିରେ ତାଲିମପ୍ରାପ୍ତ ମହିଳାମାନଙ୍କୁ ମିଶନ ଶକ୍ତିରେ ବିଭିନ୍ନ ପ୍ରକାର କାର୍ଯ୍ୟ ଥିଲେ ମଧ୍ୟ ନିଯୁକ୍ତି ନଦେଇ ଛଟେଇ କରିଦେଇଛନ୍ତି ପ୍ରାୟ ୨୫୦୦ ମହିଳାଙ୍କୁ ଅଳିଆଗଦାକୁ ଫୋପାଡି ଦେବା ପାଇଁ ଯୋଜନା କରୁଛନ୍ତି । ଏହି ଯୋଜନା ଅତ୍ୟନ୍ତ ଲଜ୍ୟା ଜନକ କାର୍ଯ୍ୟ । କାମ କରିବା ସମୟରେ କର୍ମଚାରୀମାନେ ନିଜେ ଯାତାୟତ, ବସଭଡା ଓ ଖାଇବା ଖର୍ଚ୍ଚ ଇତ୍ୟାଦି ବହନ କରିଥାନ୍ତି । ସମାଜରେ ଗରିବ ମହିଳାମାନଙ୍କ ଠାରୁ କାମ କରିବାର ଅଧିକାର ଥିବା ଏହି ମହିଳାମାନଙ୍କୁ ଉତ୍ସାହିତ କରିବା ବଦଳରେ ନିରୁତ୍ସାହିତ କରୁଛନ୍ତି । ଏପରି ମହିଳା କର୍ମଚାରୀମାନଙ୍କର ବକେୟା ପ୍ରାପ୍ତି ଦାବିକଲାବେଳେ ସେମାନଙ୍କୁ ଅସତ୍ ବ୍ୟବହାର କରାଯାଉଅଛି । ଯେଉଁଠି ସିଆର୍‌ପି, ଏମ୍‌କେ, ବ୍ୟାଙ୍କ ମିତ୍ର ଙ୍କୁ ୭ ଦିନ ତାଲିମ ଦିଆଯାଇଛି । ସେହି ସମୟରେ ଆଇ.ସି.ଆର୍.ପି (ଓ.ଏଲ୍.ଏମ୍.) ମିଶନ ଶକ୍ତିର ମୂଳଗଛ ସେମାନଙ୍କୁ ୧ମାସ ତାଲିମ ଦେଇ ବାହାର ଜିଲ୍ଲାରେ ମାସ ମାସ କାର୍ଯ୍ୟ କରାଉଥିଲେ । ଏମ୍.ବି.କେ, ସି.ଆର୍.ପି., ବ୍ୟାଙ୍କ ମିତ୍ର, ନିଜ ପଂଚାୟତରେ କାର୍ଯ୍ୟ କରି ୩୬୫ ଦିନ ବେତନ ପାଉଥିବା ବେଳେ ଡ୍ରେସ୍ କୋଡ ସହିତ ଆଇ କାର୍ଡ ବି ପ୍ରଦାନ କରାଯାଇଛି । ସେମାନଙ୍କ ଦରମା ବର୍ଷକୁ ବର୍ଷ ବୃଦ୍ଧି କରାଯାଉଛି । ଏମାନଙ୍କର ମୂଳଗଛ ବୋଲି ସରକାର ଭୁଲିଗଲେଣି । ଆଇ.ସି.ଆର୍.ପି.ମାନେ ଏସ୍.ଏଚ୍.ଜି., ସି.ଏଲ୍.ଏଫ୍. ଏବଂ ଜି.ପି.ଏଲ୍. ଗଠନ କରିଛନ୍ତି ଏହି ମହିଳାମାନଙ୍କୁ । ଓ.ଏଲ୍.ଏମ୍. ବା ମିଶନ ଶକ୍ତିରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଉ ସି.ଏଲ୍.ଏଫ୍. ବା ଜି.ପି.ଏଲ୍. ପାଣ୍ଠିର ସହଯୋଗ ପାଇଁ ଏହି କର୍ମଚାରୀମାନଙ୍କୁ ତଦାରଖ ଦାୟିତ୍ବ ଦିଆଯାଉ । ଏହା ସହିତ ୫ଦଫା ଦାବି ଯଥା-ପଂଚାୟତ ସ୍ତରରେ ସୋସିଆଲ୍ ଅଡିଟର ପଦବୀ ସୃଷ୍ଟି କରି ଆଇ.ସି.ଆର୍.ପି.ମାନଙ୍କୁ ନିଯୁକତି ପ୍ରଦାନ କରାଯାଉ, ଆଇ.ସି.ଆର୍.ପି.ମାନଙ୍କୁ ୧ମାସ କିମ୍ବା ୨ମାସ କାମ ଦିଆଯାଉ ଥିଲା ଏ ସବୁକୁ ବନ୍ଦ କରି ବର୍ଷକ ୧୨ମାସ ୩୬୫ ଦିନ କାର୍ଯ୍ୟରେ ନିୟୋଜିତ କରାଯାଉ, ଡ୍ରେସ୍ କୋଡ୍ ଦିଆଯାଉ, ପଂଚାୟତ ସ୍ତରରେ ବା ବ୍ଲକ୍ ସ୍ତରରେ ଯେ କୌଣସି କାର୍ଯ୍ୟ ଆସୁଛି ଆଇ.ସି.ଆର୍.ପି. ମାନଙ୍କୁ ଅଗ୍ରାଧିକାର ଦିଆଯାଉ, ତାଲିମ୍ ପ୍ରାପ୍ତ ଆଇ.ସି.ଆର୍.ପି.ମାନଙ୍କୁ ଜୀବିକା ମିଶନ, ମିଶନ ଶକ୍ତି ଅଧୀନରେ କାର୍ଯ୍ୟ ପ୍ରଦାନ କରାଯାଉ ଓ କମ୍ୟୁନିଟି କାର୍ଡରେ ମାନ୍ୟତା ଦିଆଯାଉ । ଏହି ଦାବୀପତ୍ର ଢେଙ୍କାନାଳ ଜିଲ୍ଲାର ପ୍ରତ୍ୟେକ ଆଇ. ସି.ଆର୍.ପି. ଜିଲ୍ଲାପାଳଙ୍କ ଦ୍ବାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡେପୁଟି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଅଛି । ଏହି ଦାବୀପତ୍ର ବେଳେ ଜିଲ୍ଲା ସଭାନେତ୍ରୀ ବାସନ୍ତୀ ବିଶ୍ବାଳ, ସମ୍ପାଦିକା ସର୍ଣ୍ଣଲତା ବିଶ୍ୱାଳ, ଦୁର୍ଗା ପ୍ରସାଦ ମିଶ୍ର, ରୀତା ଦାସ, ବିନତୀ ଗାୟଣ, ପ୍ରିତୀମଞ୍ଜରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech