ହିନ୍ଦୋଳ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଲାଞ୍ଚଖୋର ଓ ଶୋଷଣତାକୁ ନେଇ ରିଟଲରମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ 

ହିନ୍ଦୋଳ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଲାଞ୍ଚଖୋର ଓ ଶୋଷଣତାକୁ ନେଇ ରିଟଲରମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ

ଢେଙ୍କାନାଳ, ୨୮/୮: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ର କାର୍ଯ୍ୟରତ ସରକାରୀ ଖୁଚୁରା ବିକ୍ରେତାମାନେ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଲଂଚଖୋର ଓ ଶୋଷଣତାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜନ ଶୁଣାଣି ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଯେ ହିନ୍ଦୋଳର ୧୨୧ ଡିଲର ଆଜକୁ ୩ ବର୍ଷ ହେବ ଅତିରିକ୍ତ ଯୋଗାଣ ଅଧିକାରୀ ଆଶୀଷ ରଞ୍ଜନ ରାଉତଙ୍କ ଲାଖୋର ଓ ଶୋଷଣତା ମନୋବୃତି ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜକୁ ୧ ବର୍ଷ ହେବ ହିନ୍ଦୋଳ ବ୍ଲକ୍‌ରେ ଯୋଗାଣ ନିରୀକ୍ଷକ ପଦ ଖାଲି ପଡିଛି । ଏହି ସୁଯୋଗ ନେଇ ଏ.ସି.ଏସ୍.ଓ. କେତେଜଣ ଚାମ୍‌ଗିରି ଡିଲର ଓ ନିଜର ପର୍ସନାଲ୍ ଡାଟା ସଂଟ୍ରି ଅପରେଟରଙ୍କୁ ଧରି ଡିଲରମାନଙ୍କୁ ବିଭିନ୍ନ ପ୍ରକାର ଇରାଣ କରିବା ସହ ଏକତରଫା ଶୋଷଣ କରିଆସୁଛି । ପ୍ରତ୍ୟେକ ମାସରେ ରିଟେଲରମାନଙ୍କ ପ୍ରାପ୍ୟ କୁଟାର ସ୍ପ୍ରିଂଟାଲ୍ ପିଛା ଦେଢ କିଲୋରୁ ଦୁଇ କିଲୋ ଚାଉଳ କାଟିକରି ରଖୁଛନ୍ତି । ରିଟେଲରମାନଙ୍କ ଖାଉଟି ମୋଟ୍ ସଂଖ୍ୟା ଠାରୁ ୪/୫ ଜଣଙ୍କ ଚାଉଳ କମ୍ ଯୋଗାଉଛନ୍ତି । ଯାହାଦ୍ବାରା ଇପିଓଏସ୍ ମେସିନ୍‌ରେ ସେମାନଙ୍କ ନାମ ଆସୁନାହିଁ । ଏ ବିଷୟରେ ଏ.ସି.ଏସ୍.ଓ.ଙ୍କୁ ଜଣାଇଲେ ସେ କହୁଛନ୍ତି ତୁମ୍ଭେ ଯେଉଁଠାରୁ ଆଣି ସେମାନଙ୍କୁ ଦିଅ ନଚେତ୍ ତୁମ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ପ୍ରତ୍ୟେକ ମାସର ୮୫୦୦ ବିଂଟାଲ୍ ଚାଉଳ ଯୋଗାଣ ହେଉଛି । ପ୍ରତ୍ୟେକ ମାସରେ ପ୍ରତ୍ୟକ ରିଟେଲରଙ୍କ ଠାରୁ ହିଂଟାଲ୍ ପିଛା ୧୨ ଟଙ୍କା କିରୋସିନି ଲିଟର ପିଛା ୧.୫୦ ଟଙ୍କା ଦରରେ ନିଜେ ଯୋଗାଣ ଅଧିକାରୀ ୬ଜଣ ରିଟେଲରଙ୍କ ବିକ୍ରେତା ମାଧ୍ୟମରେ ଆଦାୟ କରୁଛନ୍ତି ଓ ପ୍ରତ୍ୟକ ବର୍ଷ ଖାତା ନବୀକରଣ ସମୟରେ କାର୍ଡ ପିଛା ୧୬ଟଙ୍କା ଓ ଷ୍ଟକ୍ ଖାତା ପାଇଁ ୫୦୦ଟଙ୍କା, ସେଲ୍ ରେଜିଷ୍ଟର ପାଇଁ ପ୍ରତ୍ୟେକ ମାସରେ ୧୦ ପୃଷ୍ଠା ଥାଉକି ୧୫ ପୃଷ୍ଠା ଥାଉ ସେଥିପାଇଁ ୩୦୦ ଟଙ୍କା ନେଉଛନ୍ତି ଓ ଯେଉଁ ବ୍ୟକ୍ତିର ରାସନ କାର୍ଡରେ ନାମ ଯୋଗ ହେଉଛି ସେମାନଙ୍କ ଠାରୁ ମଧ୍ୟ ୫୦୦ ଟଙ୍କା ନେଉଛନ୍ତି। ଏହିପରି ଭାବରେ ସେ ୩ ବର୍ଷ ହେଲା ଶୋଷଣ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ଜନସାଧାରଣ ବ୍ଲକ୍ ଅଫିସ୍‌କୁ ଯାଇ ନିଜ କାର୍ଡରେ ନିଜର ପରିବାର ନାମ ଯୋଗ କରିବାକୁ କହିଲେ ସିଧା ମନା କରିଦେଉଛନ୍ତି । ବର୍ତମାନ ସାଇଟ୍ ଖୋଲୁନାହିଁ । ଯଦି ୫୦୦ ଟଙ୍କା ଦିଆଗଲେ ସଙ୍ଗେ ସଙ୍ଗେ ସାଇଟ୍ ଖୋଲୁଛି । ଏହିପରି ଅନ୍ୟାୟ ୩ ବର୍ଷ ହେଲା ହୋଇଆସୁଛି । ଯିଏ ପ୍ରତିବାଦ କରୁଛି ତା’ର ସଂଟର କାଟିଦେବାର ଧମକ ଦେଇ ମୋଟା ଅଙ୍କର ଜୋରିମାନା ଆଣୁଛନ୍ତି । ନୂଆ ରିଟେଲର ସଂଟର କଲେ ପରିମାଣ ଅନୁଯାୟୀ ୩୦ ରୁ ୪୦ ହଜାର ଟଙ୍କା ଆଣୁଛନ୍ତି । ଏପରିକି ସଂଟର ଟ୍ୟାଗିଙ୍ଗ କଲେ ୧୦ ହଜାର ଟଙ୍କା ନେଉଛନ୍ତି । ପ୍ରତ୍ୟେକ ମାସରେ ଡିଲରମାନଙ୍କୁ ଡରାଇ ୩୦ ରୁ ୩୨ କିଂଟାଲ୍ ଜବରଦସ୍ତ ରଖୁଛନ୍ତି ବିନା ପଇସାରେ । ଏଣୁ ବ୍ଲକ୍‌ର ରିଟେଲର୍‌ମାନେ ତଥା ମହିଳା ସଂୟ ସହାୟକ ଗୋଷ୍ଠୀମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ଏ.ଏସ୍.ସି.ଓ. ଙ୍କୁ ବଦଳି କରାଯାଇ ତୁରନ୍ତ ନୂତନ ଏ.ଏସ୍. ସି.ଓ. ଏବଂ ନୂତନ ଏମ୍.ଆଇ.ଙ୍କୁ ଅଣାଗଲେ ରାସନ କାର୍ଡରେ ନାମ ଯୋଗକରି ଯାଉଥିବା ବ୍ୟକ୍ତିମାନେ ଉପକୃତ ହେବେ ବୋଲି କହିଥିଲେ । ଏହି ଦରଖାସ୍ତବେଳେ ପ୍ରଭାସିନୀ ସାମଲ, ମାଟିଆ ମାଝୀ, କୁମ ବେହେରା, ରେଣୁବାଳା ବିଶ୍ୱାଳ, ପ୍ରମିଳା ସାହୁ, ଝୁଲଣା ଦେହୁରୀ, ଜେମା ବେହେରା, ନିରୁପମା ପ୍ରଧାନ, ବନି ସାମଲ, ଦୁଲଣା ବେହେରା, ପ୍ରଭାତୀ ବେହେରାଙ୍କ ସମେତ ବହୁ ରିଟେଲର୍‌ମାନେ ଉପସ୍ଥିତ ରହିଥିଲେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech