ଚନ୍ଦ୍ରଜାନ ତିନି ର ସଫଳତା ପରେ ରୋଭାର ଏବେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଇସ୍ରୋ କୁ ପଠାଉଛି। ଇସ୍ରୋ କୁ ହସ୍ତଗତ ହୋଇଥିବା ତଥ୍ୟ ମଧ୍ୟରେ ସଲ୍ଫର୍ ର ସନ୍ଧାନ ମିଳିଥିବା ସୂଚନା ଦେଲେ ଇସ୍ରୋ। ସେହିପରି ଅନ୍ୟ କେତେକ ସନ୍ଧାନ ପାଇଥିବା ଇସ୍ରୋ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା । ଯଥା ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍ ଥିବା ସନ୍ଧାନ । ଟିଟାନିୟମ୍, ମାଙ୍ଗାନିଜ୍ ଥିବା ସ୍ପଷ୍ଟ କଲା ରୋଭର୍ । ସେହିଭଳି ସିଲିକନ୍ ଓ ଅମ୍ଳଜାନ ଥିବା ମଧ୍ୟ ସ୍ପଷ୍ଟ କଲା ଇସ୍ରୋ । ଅନ୍ୟପଟେ ଚନ୍ଦ୍ରରେ ହାଇଡ୍ରୋଜେନ୍ର ସନ୍ଧାନ ଜାରି ରଖିଛି ରୋଭର୍ ।


May 25, 2026/
No Comments



