ବ୍ରଜରାଜନଗର ଯୁବ ନେତା ଜିଲ୍ଲା କଂଗ୍ରେସ OBC ସେଲ ଅଧ୍ୟକ୍ଷ ତଥା ପିସିସି ସଭ୍ୟ ସୁବ୍ରତ କୁମାର ପଧାନ ଙ୍କୁ ଜିଲ୍ଲା କଂଗ୍ରେସ ର ମୁଖପାତ୍ର ନିଯୁକ୍ତି ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ, ସୁବ୍ରତ ଜଣେ ଦକ୍ଷ ସଂଗଠକ ସାଲିସ ବିହୀନ ନେତା ଅଟନ୍ତି ଏଣୁ ତାଙ୍କ ନିଯୁକ୍ତି ରେ ଅଂଚଳ ବାସି ଙ୍କ ମନରେ ଉତ୍ସାହ ଦେଖା ଦେଇଛି ଏକ ସକ୍ଷତକାର ରେ ସେ କହିଛନ୍ତି କଂଗ୍ରେସ୍ ସଂଗଠନ କୁ ମଜଭୁତ ତାଙ୍କର ଲକ୍ଷ

August 27, 2026/
No Comments



