ବିଜୁ ପଟନାୟକ ଟାଉନ ହଲ ରେ ନୂଆଁଖାଇ ଯୋଟ୍ ଯାଟ୍ ,ବଡ ନିଆଁରା ପର୍ବ
=ବରଗଡ ଜିଲ୍ଲା 17/9,
ଅସହାୟ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କୁ ନୂଆଁଖାଇ ଅଢିଆ ବଣ୍ଟନ।ସଭାପତି ପବିତ୍ର ଦେହେରୀ ମୁଖ୍ୟ ଅତିଥି POCL ଅଧ୍ୟକ୍ଷ ରଞ୍ଜନ ରାଉତ ଏବଂ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଜିଲ୍ଲାର ଅନେକ ସାମାଜିକ ସଂଗଠନ ତଥା ସମାଜସେବୀ ଯୋଗଦେଇଥିଲେ।ସମ୍ବିଧାନ ସୁରକ୍ଷା ମଞ୍ଚ ଏବଂ ପାୱାର ଅଫ ଦିବ୍ୟାଙ୍ଗ ତରଫରୁ କାର୍ଯକ୍ରମ କରାଯାଇଥିଲା ।ଏହି କାର୍ଯକ୍ରମ ରେ ଯେଉଁମାନେ ଅସହାୟ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କୁ ଅତିଥିମାନେ ଆନନ୍ଦ ସହିତ ସମ୍ମାନିତ କରି ସେମାନଙ୍କୁ ନୂଆଁଖାଇ ଖାଇବା ପାଇଁ ଅଢିଆ ପ୍ରଦାନ କରିଥିଲେ ଏବଂ ସେମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ। ବରଗଡ ଜିଲ୍ଲା ପ୍ରତିନିଧି ପବିତ୍ର ମେହେର ଙ୍କ ଖବର ଜାଗ୍ରତ ଭାରତ ନ୍ୟୁଜ.

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


