ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସାଇବର ସୁରକ୍ଷା ଅଭିଯାନ ଓ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିବେ। ଓଡ଼ିଶା ପୋଲିସ୍ ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ୩୪ ଗୋଟି ସାଇବର ସୁରକ୍ଷା ରଥ ସାମିଲ ହୋଇ ରାଜ୍ୟର ସମସ୍ତ ୩୧୪ ବ୍ଲକ୍ ପରିକ୍ରମା କରିବ। ଏଥିରେ ସାମିଲ ହେବେ ବିଭିନ୍ନ ଜିଲ୍ଲାର ୬ଶହରୁ ଊର୍ଦ୍ଧ୍ବ ପୋଲିସ୍ ଷ୍ଟେସନ୍।

April 19, 2026/
No Comments



