ମା ପେଣ୍ଡରାଣୀ ମାଙ୍କର ଦଶହରା ପର୍ବ ପାଳିତ
.ଜୁନାଗଡ଼,… ପିଳିକିଆ ପଞ୍ଚାୟତ ଅନ୍ତର୍ଗତ ମହିଭର ଗ୍ରାମରେ ମା ପେଣ୍ଡରାଣୀ ଙ୍କ ଦଶହରା ପର୍ବ ପାଳିତ ହୋଇଯାଇଛି, ଏହି ପର୍ବ ରେ ଆଖ ପାଖ ଅଞ୍ଚଳ ର ଲୋକେ ମାଙ୍କ ଦର୍ଶନ ପାଇ ବହୁତ ସଂଖ୍ୟାରେ ଦର୍ଶନ ପାଇଁ ଆସିଥାନ୍ତି,ଏହି ପର୍ବ ଆଜକୁ 30ବର୍ଷ ହେଲା ପାଳିତ ହେଉଛି, ଏହି ମାଙ୍କ ପୂଜକ ଶ୍ରୀ ରାଇଧର ସୁନାନୀ ମନ୍ଦିର ପରିଚାଳନା କରି ଥାନ୍ତି, ଏହିପୂଜା କୁ ବହୁତ ଭକ୍ତ ଶ୍ରଦ୍ଧାଳୁ ସହଯୋଗ କରିଥାନ୍ତି, ଭକ୍ତ ମାନଙ୍କ ଦର୍ଶନପାଇଁ ମାଙ୍କ ରୂପରେ ସିରା ଆସି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି, ଦୁଖୀ, ରୋଗୀ ଶ୍ରଦ୍ଧାଳୁ ମାନେ ମାଙ୍କ ଠାରୁ ଭଲ ହୋଇ କୁଶଳରେ ଶୁଭ ମନାଶନ୍ତି,ଓ ମାଙ୍କ ଭୋଗ ପ୍ରସାଦ ଖାଇ ଆନନ୍ଦ ଅନୁଭବ କରିଥାନ୍ତି, ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-23-scaled.jpg)


