ସାର୍ବ ଜନୀନ ଗଜଲକ୍ଷ୍ମୀ ପର୍ବ ପାଳିତ…,
!ଜୁନାଗଡ଼… ନକଟିଗୁଡା ପଞ୍ଚାୟତ ଅନ୍ତର୍ଗତ ବାଣ୍ଡିବାସୁଲ ଗ୍ରାମରେ 14ତମ ସାର୍ବଜନୀନ ଗଜ ଲଷ୍ମୀ ପୂଜା ପାଳିତ ହୋଇଯାଇଛି, ଆଜି ମାଙ୍କ କଳସ ଯାତ୍ରା, ଏହିପୂଜା ର କର୍ତା ଶ୍ରୀ ରୁଦ୍ର ଶବର ଓ ତାଙ୍କର ସ୍ତ୍ରୀ ଶ୍ରୀ କୁନ୍ତୀ ଶବର ଓ ସହ ସହ ମହିଳା ଭଜନ କୀର୍ତନ ଏହି କଳସ ଯାତ୍ରାରେ ସାମିଲ ହୋଇଛନ୍ତି, ପୂଜା ଆଜକୁ 14ବର୍ଷ ହେଲା ପାଳିତ ହୋଇଛି, ଏହିପୂଜାକୁ ସହଯୋଗ କରିଛନ୍ତି ଗଜଲକ୍ଷ୍ମୀପୂଜା କମିଟି ସଭାପତି ଶ୍ରୀ ବଳରାମ ମେହେର, ହୃଦାନନ୍ଦ ନିଆଲ, ସୁରେନ୍ଦ୍ର ସୁନାନୀ, ଅଶ୍ୱିନ ମେହେର, ଜଗବନ୍ଧୁ ଠାକୁର, ପ୍ରଶାନ୍ତ ସୁନାନୀ, ଭାରତ ମେହେର, ନରେଶ ଠାକୁର, ଜାଗ୍ରନ୍ନାଥ ଠାକୁର, ରାମ ମେହେର ଓ ବାଣ୍ଡିବସୁଲ ଗ୍ରାମବାସୀ ସହଯୋଗ କରିଛନ୍ତି ସୁନ୍ଦର ଭାବରେ ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି,ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ!

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-23.jpg)


