କଳାହାଣ୍ଡି…!ଜୁନାଗଡ଼ ଅଞ୍ଚଳର ପିଳିକିଆ ପଞ୍ଚାୟତରେ ଆମସଂକଳ୍ପ ବିକାଶ ଭାରତ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲେ, ଏହି ପ୍ରୋଗ୍ରାମ ରେ ପୂର୍ବତନ ଭାରତୀୟ ଜନତା ପାଟିର ମନ୍ତ୍ରୀ ଶ୍ରୀ ହିମାଂଶୁ ଶେଖର ମେହେର ଯୋଗଦେଇଥିଲେ, ମନ୍ତ୍ରୀ ଭାରତ ସରକାରଙ୍କର ଯୋଜନା ବିଷୟରେ କହିବା ବେଳେ, ପିଳିକିଆ ପଞ୍ଚାୟତ ର ଜନତା ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଥିଲେ, ତୁମେ 10ବର୍ଷ ବିଧ୍ୟାୟକ 2ବର୍ଷ ମନ୍ତ୍ରୀ ରହିଥିଲ, ତମ ଭାଇ ଶ୍ରୀ ମନୋଜ କୁମାର ମେହେର 25ବର୍ଷ ଚୈରମେନ ଲୋକଙ୍କୁ ଶାସନ ଗାଦିରେ ବସେଇ ରାଜନୀତି କରୁଥିଲେ, ହେଲେ ଆମ ଅଂଚଳର କି ଉନ୍ନତି କରିଛ, ନିଜଗ୍ରାମ ର ରାସ୍ତା ଟିଏ କରିପାରିଲନି, ନିଜେ ସରକାରଙ୍କ ଅନୁଦାନ ଆଣି ନିଜ ନାମରେ କଲେଜ କଲ, ନିଜ ମିଲକୁ ରାସ୍ତା କଲ, ନିଜେ ପରିବାର ଲୋକ ଠିକାଦାର ହୋଇ ଟଙ୍କା କମେଇଲ ବୋଲି ଜନତା ପ୍ରଶ୍ନ ବାଢ଼ୀଥିଲେ, କାମତ କଲନି ଇଲେକ୍ସନ ଆସିଲାକୁ ଲୋକଙ୍କ ପାଖରେ ଦେଖେଇ ହଉଛ, ଆମ ଅଞ୍ଚଳ ର ମନ୍ତ୍ରୀ ଆମ କାମ କରିପାରିଲନି ଏବେ ତୁମର କିଛି କାମ ନାହିଁ ବୋଲି ଭାଷଣ ଦେବା ବନ୍ଦ କଲେ, ହଟ ହଟା ହେଲେ ନିଜ ଅଞ୍ଚଳର ମନ୍ତ୍ରି, ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ!

September 19, 2026/
No Comments


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)
