ସାମ୍ବାଦିକଙ୍କ ପିତୃ ବିୟୋଗ
ଯାଜପୁର – ଗତ ଶୁକ୍ରବାର ଦିନ ସକାଳ ସମୟରେ ଯାଜପୁର ଜିଲ୍ଲା ଜାଗ୍ରତ ଭାରତ ନ୍ୟୁଜ ଓ ଏସ ଟିଭିର ସାମ୍ବାଦିକ ସରୋଜ ସାହୁଙ୍କ ପିତା ଏବଂ ପୃର୍ବତନ ଆଳି ବ୍ଳକ ଅନ୍ତର୍ଗତ ଅର୍ଗଳ ପୋଷ୍ଟ ଅଫିସ ର କର୍ମଚାରୀ ଏବଂ ବିଂଝାରପୁର ତୈଳିକ ବୈଶସଘ ର ସଦସ୍ୟ ଧ୍ରୁବ ଚରଣ ସାହୁଙ୍କ ପରଲୋକ ହୋଇଯାଇଛି।
ସାମ୍ବାଦିକ ସରୋଜ କୁମାର ସାହୁ
ସିଂହପୁର,ବିଂଝାରପୁର,ଯାଜପୁର
ପିନ୍ ନମ୍ବର,755016
ଫୋନ,7537865139,7751802122



