ଓଡିଶା ଷ୍ଟେଟ ପେଡ଼ିକନ 2024, ୪୪ ତମ ଶିଶୁ ବିଶେଷଜ୍ଞ ମାନଙ୍କବାର୍ଷିକ ଅଧିବେଶନ କଟକ ଏସସିବି କନଫରେନ୍ସ ହଲରେ 8 ଓ 9 ତାରିଖରେ ଅନୁଷ୍ଠିତ ହେବ, ଏହି ଅଧିବେଶନରେ ଓଡିଶା ରାଜ୍ୟର ସମସ୍ତ ଶିଶୁ ବିଶେଷଜ୍ଞ ଯୋଗ ଦେବେ, ଆଧୁନିକ ଜ୍ଞାନକୌଶଳ ରେ ଶିଶୁ ମାନଙ୍କର ସବୁ ପ୍ରକାରର ଚିକିତ୍ସା ଉପରେ ଆଲୋଚନା ହେବ, ଦୁଇ ଦିନିଆ କର୍ମଶାଳାକୁ ରାଜ୍ଯ ସରକାରଙ୍କ ସ୍ୱାସ୍ଥ୍ୟ ପରିବାର ତଥା ଆଇ, ଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବେ, ସମ୍ମାନୀୟ ଅତିଥି ଭାବରେ ଡକ୍ଟର ମାନସ ରଞ୍ଜନ ସାହୁ ( ଭାଇସ ଚାନ୍ସେଲର)OUHS ଭୁବନେଶ୍ବର, ତଥା ଅନ୍ୟ ସମ୍ମାନୀୟ ଅତିଥି ଭାବରେ ଡକ୍ଟର ସନ୍ତୋଷ ମିଶ୍ର ଯୋଗ ଦେବେ, କଟକରୁ ପ୍ରଦୀପ କୁମାର କାଣ୍ଡି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ୍ news

July 30, 2026/
No Comments


