ଢେଙ୍କାନାଳ:ସଦର ବ୍ଲକ ରଞ୍ଜା ଗ୍ରାମ ରେ ଶ୍ରୀ ଶ୍ରୀ ରାମେଶ୍ବର ମନ୍ଦିର ରେ ୧୪ତମ କାର୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଯାଇଅଛି।୧୧ ତାରିଖ ଦିନ ଅଧିବାସ ପୂଜା ଆରମ୍ଭ ହୋଇଥିଲା। ୪ ଦିନ ଧରି ଚାଲିବ ଏହି ପୂଜା। ପ୍ରତେକ ଦିନ ମଣ୍ଡଳ ପୂଜା, ସୂର୍ଯ୍ୟ ପୂଜା, ଯଜ୍ଞ, ବିଭିନ୍ନ ପ୍ରକାରର ଭୋଗ ଲାଗି ହେବା ସହ ସଂଧ୍ୟା ସମୟରେ ଆଳତୀ ଓ ଆକାଶ ଦୀପ ଉଠାଯାଉଛି । ପୂର୍ଣ୍ଣିମା ଦିନ ପୂର୍ଣାହୁତୀ ଅନୁଷ୍ଠିତ ହେବ। ମୁଖ୍ୟ ପୂଜକ ଚନ୍ଦ୍ରମଣି ମହାପାତ୍ର, କର୍ତ୍ତା ଦଣ୍ତଧର ସାହୁ, କର୍ତୀ ପଙ୍କଜିନି ସାହୁ, ସଭାପତି ସୂର୍ଯୟନାରାୟଣ ନାୟକ, ସମ୍ପାଦକ ଗଣେଶ୍ୱର ସାହୁ,କୋଷାଧ୍ୟକ୍ଷ ଶୁଶାନ୍ତ ନାୟକ ଓ କମିଟିର ସମସ୍ତ ସଦସ୍ୟ ଏବଂ ଅଞ୍ଚଳ ବାସୀଙ୍କ ଦ୍ୱାରା ଏହି ପୂଜା ଅନୁଷ୍ଠିତ ହୋଇଥିଲା।

September 21, 2026/
No Comments


