*ଢେଙ୍କାନାଳ: ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଳିବନ୍ଧର ଶିକ୍ଷୟତ୍ରୀ ମାନଙ୍କ ଅବହେଳା* ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷୟତ୍ରୀ ଅଛନ୍ତି ସେମାନେ ପାଠ ପଢା ସମୟରେ ମୋବାଇଲ ରେ କଥା ବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି। ମଧ୍ୟାହ୍ନ ଭୋଜନରେ ଅନିୟମିତତା କରୁଥିବା, ଛାତ୍ର ଓ ଛାତ୍ରୀ ମାନଙ୍କୁ କାଠ ଆଣିବା, ନଟି ସଫା କରିବା କାମରେ ଲଗାଉଛନ୍ତି। ଦିନେ ଆସିଲେ ଦୁଇଦିନ ଆସୁନାହାନ୍ତି। ବିଦ୍ୟାଳୟ ର ଅନେକ ସମସ୍ୟା ନେଇ ଅଭିଭାବକ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିଲେ। ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

April 18, 2026/
No Comments


