2-12-2024 ରେ ମାର୍କେଟ ଆରମ୍ଭ ହେଲା।ଜମନକିରା ବ୍ଲକ୍ କେନାଢ଼ିପା ପଞ୍ଚାୟତ ର କେନାଡ଼ିପା ଗ୍ରାମରେ ଧାନ ମାର୍କେଟ ଆରମ୍ଭ ହେଲା।ଏହି ପଞ୍ଚାୟତ ର ବିଭିନ୍ନ ଚାଷୀ ଯୋଗ ଦେଇଥିଲେ।ସଭାପତି ତ୍ରିଲୋଚନ ପଟେଲ,ରାଜକିଶୋର ବେହେରା, ସୁଶିଲ ନାୟକ,ସୁବ୍ରତ ଚୌଧୁରୀ, ଅକ୍ଷୟ ସାହୁ,ସୁଭରମ୍ ସେଠ୍,ସୁଶିଲ ପଟେଲ,ତରୁଣ ଚୌଧୁରୀ,ନରେନ୍ଦ୍ର ସହୁପ୍ରକାଶ ପଟେଲ, ସୁଜିତ୍ ଚୌଧୁରୀ,ଆଲେକ୍ ପଟେଲ, ସଞ୍ଜୟ ପଟେଲ ଇତ୍ୟାଦି ଏହି ଅଞ୍ଚଳ ର ଚାଷୀ ବହୁ ପରିମାଣରେ ଯୋଗ ଦେଇଥିଲେ।

September 19, 2026/
No Comments

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)
