ଭୂବନେଶ୍ଵର : ଆଜି ଲଘୁଚାପରେ ପରିଣତ ହେବ ଅବପାତ । ଗୋପାଳପୁର ଠାରୁ ୫୯୦ କିଲୋମିଟର ଦୂର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ସ୍ଥିର ଅଛି । ଫଳରେ ରାଜ୍ୟରେ ବର୍ଷା କମିବ । ବଢିବ ଶୀତ । ଆଜି ଦକ୍ଷିଣ ଉପକୂଳ ଜିଲ୍ଳାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ । ବର୍ଷା କମିବା ସହ ରାଜ୍ୟରେ ବଢ଼ିବ ଶୀତ । ପଶ୍ଚିମା ଝଡ ପ୍ରଭାବରେ ଆଜି କୋହଲା ପାଗ ରହିବ ।
କିଛି ସ୍ଥାନରେ ୨ରୁ ୪ ଡିଗ୍ରି ତାପମାତ୍ରା କମିବ । ଦୁଇଦିନ ନିର୍ଦ୍ଧୁମ ବର୍ଷା ଯୋଗୁ ପାଣି ଭିତରେ ରହିଛି ଧାନ । ଏପଟେ ୨୭ ତାରିଖରେ ପୁଣି ଘର୍ଣ୍ଣିବଳୟ ସୃଷ୍ଟି ହେବା ପୂର୍ବାନୁମାନ କରାଯାଇଛି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-scaled.jpg)