ଜମନକିରା ବ୍ଲକ୍ ଧୁଡ଼ିପାଲି ପଞ୍ଚାୟତ ଭଇପାଲି ଲିମ୍ ଗୁଡ଼ା ଠାରେ ଜଂଘା ଲିଙ୍ଗା ମହାପ୍ରଭୁଙ୍କ ପୂଜା ଧୁମ୍ ଧାମ ରେ ପାଳିତ ହୋଇ ଯାଇଛି
ସମ୍ବଲପୁର – 8-1-2025 କଳସ ଯାତ୍ରା ଶୁଭାରମ୍ଭ 9-1-2025 ମହାପ୍ରଭୁଙ୍କ ଯାତ୍ରା ଜଙ୍ଘା ଲିଙ୍ଗା ମହାପ୍ରଭୁଙ୍କ ନଗର ପରିକ୍ରମା।ପ୍ରମୋଦ ପ୍ରଧାନ ସଭାପତିତ୍ବ,ସମ୍ପାଦକ ନୀଳାମ୍ବର ନାଏକ ,ପୂଜକ ଶୁଭାସିଂ କୁମୁରା, ଉପସଭାପତି ସାନିଲତା ନାଏକ, କୋଷାଧ୍ୟକ୍ଷ ତରଣି ସେନ ନାଏକ ।ଏ ଅଞ୍ଚଳରେ ସର୍ଧାଲୁ ଙ୍କ ମନସ୍କାମନା ପୂର୍ଣ୍ଣ ହେଉଥିବାରୁ ବହୁ ଦୂରରୁ ଭକ୍ତ ଙ୍କ ଭିଡ଼ ଜମିଥାଏ। କମିଟି ବୃନ୍ଦ ଲଳିତ ନାଏକ, ଜନ୍ମା କାଲୋ, ରୁପାନନ୍ଦ୍ ନାଏକ ନିରାକାର କୂମୁରା, ତ୍ରିନାଥ କଲୋ ,ଭୁଲେ ଧୁରୁଆ ,ତେଜ୍ରାଜ୍ ମାଝୀ,କୁସ୍ତ୍ନ ମାଝୀ, ଖ୍ୟମାସିଲ ନାଏକ, ଯଶୋବନ୍ତ ନାଏକ,ହରେକୃଷ୍ଟ ଧୂରୁଆ, ଶଙ୍କର ଢୁରୁଆ,ସୁଶିଲ ନାଏକ,ଶ୍ରିମନ୍ତ ନାଏକ,ମହେନ୍ଦ୍ର ନାଏକ, ନରେନ୍ଦ୍ର ନାଏକ,ଅନିରୁଦ୍ଧ ବାରିଆ,ଅଲେକ୍ ପଟ୍ଟା,ବର୍ଜ ଧୁରୂଆ,ଗୋପୀନାଥ ନାଏକ,ରମେଶ ନାଏକ ଇତ୍ୟାଦି କମିଟି ବୃନ୍ଦ ସହଯୋଗ କରିଥିଲେ।



