କନକ ଆରତୀ ହେଲଥ କେୟାର ସେଣ୍ଟରର ଶୁଭ ଉଦ୍ଘାଟନ ସମାରୋହ ଅନୁଷ୍ଠିତ
ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ନାଉପାଳ ହାଟ ସ୍ଥିତ ଉଲିମଠ ଠାରେ କନକ ଆରତୀ ହେଲଥ କେୟାର ସେଣ୍ଟରର ଶୁଭ ଉଦ୍ଘାଟନ ସମାରୋହ ଓଡିଶାର ଲବ୍ଧ ପ୍ରତିଷ୍ଠା କରିଥିବା ବିଭିନ୍ନ ମେଡ଼ିକାଲର ବିଦ୍ୱାନ ଡାକ୍ତର ମାନଙ୍କ କରକମଳରେ ଶୁଭ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଯେଉଁ ଡ଼ାକ୍ତର ମାନେ ଯୋଗଦେଇଥିଲେ ସେମାନେ ହେଲେ ଡଃ ଦୁର୍ଯ୍ୟୋଧନ ସାମଲ, ଡଃ ରାଜକିଶୋର ପଣ୍ଡା, ଡଃ ଉମାକାନ୍ତ ମଲ୍ଲୀକ, ଡଃ ପ୍ରୀତି ସାମଲ,ସୈାରଭ କୁମାର ଦାସ, ଡଃ ରବିନ୍ଦ୍ର ନାଥ ଦାସ, ଡଃ ଅରବିନ୍ଦ ପଣ୍ଡା, ଡଃ ରତିକାନ୍ତ ଦାସ, ଡଃ ରୁପ ନାରାୟଣ ସାହୁ, ଡଃ ସିଦ୍ଧାର୍ଥ କୁମାର ପତି, ଡଃ ତ୍ବସା ପଣ୍ଡା ପ୍ରମୁଖ ଯୋଗଦେଇ କହିଲେ ଯେ ଏଭଳି ଏକ ଗ୍ରାମାଞ୍ଚଳରେ ଗୋଟିଏ ଛାତତଳେ ସବୁ ପ୍ରକାରର ଚିକିତ୍ସା ସୁବିଧାରେ ମିଳିପିରିବ ଓ ହୋମ ଡେଲିଭଳି ଔଷଧ ଦିଆହେବ । ଅନ୍ୟମାନଙ୍କ ମଧ୍ୟରେ ପ୍ରୋପାଇଟର ସମାଜସେବୀ ପଦ୍ମାକର ଗୁରୁ, ଜୟପ୍ରକାଶ ଗୁରୁ, ମୁଖ୍ୟ ପରିଚାଳକ ଶଶୀଭୂଷଣ ସାମଲ, ସାମ୍ବାଦିକ ସରୋଜ କୁମାର ସାହୁ, ସୁଶାନ୍ତ କୁମାର ନାୟକ, ସନ୍ତୋଷ କୁମାର ବେହୁରିଆ, ରନ୍ତ୍ରାକର ସାହୁ, ଅକ୍ଷୟ କୁମାର ବେହେରା, ଖଗେଶ୍ବର ସାହୁ,କୁମର ବଳ ଦାଶ,ସରୋଜ ନାୟକ ପ୍ରମୁଖ ଯୋଗଦେଇ ଥିଲେ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


