ଢେଙ୍କାନାଳ: ଗାନ୍ଧୀ ମନ୍ଦିର ରୋଡ ସ୍ଥିତ ମା ତାରିଣୀଙ୍କ ମନ୍ଦିର ରେ କୁମ୍ଭ ସଂକ୍ରାନ୍ତି ଓ ମାଘ ପୂର୍ଣ୍ଣିମା ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ମଙ୍ଗଳ ଆଳତୀ,ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ପ୍ରକାର ଫୁଲ ହାର, ବିଭିନ୍ନ ପ୍ରକାରର ଭୋଗ ମା ଙ୍କ ପାଖରେ ଲାଗି ହୋଇଥିଲା। ମଧ୍ୟାହ୍ନ ସମୟ ରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ବେଳେ ଆଳତୀ ଏବଂ ରାତ୍ରରେ ପହଡ଼ ପଡ଼ିବ।

May 24, 2026/
No Comments


