ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ସେ ରାଜଧାନୀ ଜୋହାନ୍ସବର୍ଗରେ ଚାଲିଥିବା ଜି-୨୦ ବୈଠକ ସମୟରେ ଚୀନ୍ ବିଦେଶମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଏହି ସମୟରେ ଭାରତ ଏବଂ ଚୀନ୍ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା, କୈଳାଶ ମାନସରୋବର ଯାତ୍ରାର ପୁନଃ ଆରମ୍ଭ, ବିମାନ ସଂଯୋଗ ଏବଂ ସୁଗମ ଯାତ୍ରା କୁ ନେଇ ଆଲୋଚନା କରାଯାଇଥିଲା।

June 25, 2026/
No Comments


