ମାଁ ସୁବର୍ଣ୍ଣ ରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅଧିନସ୍ତ ଚପ୍ରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିଙ୍ଗିପଦର୍ ଗ୍ରାମର ମାଁ ସୁବର୍ଣ୍ଣରାଣୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଚାପ୍ରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ନରହରି ବାଗ , ସମ୍ମାନିତ ଅତିଥି ଭାବେ ସମ୍ଭୁ ସାହୁ,ଦିନ ବାଗ,ହରେରାମ ମଲ୍ଲିକ,ପୁରୁଷୋତ୍ତମ ମାଝି,କପୂରନ୍ ସେଠିଆ ,ଶତ୍ରୁ ଘନ୍ ସେଠିଆ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରିଣ୍ଡୋଲ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୮୨ ରନ ସଂଗ୍ରହ କରିଥିବା ବେଳେ ଜବାବ ରେ ଗୋଲାମୁଣ୍ଡା ଦଳ ବ୍ୟାଟିଂ କରି ୮୩ କରି ବିଜୟ ହାସଲ କରିଥିଲା ।ବିଜେତା ଦଳ କୁ ୨୦, ହଜାର ଟଙ୍କା ପ୍ରଥମ ପୁରସ୍କାର ଏବଂ ରନର୍ସ ଦଳ କୁ ୧୫ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା । ମସୁବର୍ଣାରଣିଯୁବକ ସଙ୍ଘ ସଭାପତି,ଅନିଲମାଲିକ,ମନୁ ବିହାରୀ ଏବଂ ସତ୍ୟ ପ୍ରଧନୀ ଅମ୍ପୀୟାର କାର୍ଯ୍ୟ ତୁଲାଇଥିବା ବେଳେ ଦେବରାଜ ଭାଟି ଏବଂ ବସୁଦେବ ମଲ୍ଲିକ ,ପୂର୍ଣ୍ଣ ଚନ୍ଦ୍ର ସେଠିଆ ଖେଳ ଧାରାବିବରଣି ପ୍ରଚାର କରିଥିଲେ । କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।ଧର୍ମଗଡ଼ ଉପ ଖଣ୍ଡ ପ୍ରତିନିଧି କପୁର ଚନ୍ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

April 30, 2026/
No Comments


