ମହାଶବରାତ୍ରି ଧୁମଧାମ ରେ ପାଳିତ ହୋଇ ଯାଇଛି। କଳାହାଣ୍ଡି…। ଜୁନାଗଡ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ଗ୍ରାମରେ ନୀଳକଣ୍ଠେଶ୍ଵର ବାବା ର ଶିବରାତ୍ର ପୂଜା ହେଉଥିବାବେଳେ, ଚୁରାପାହାଡ ରେ ପ୍ରଭୁ ପତାଲେଶ୍ୱର୍ ଓ ପୀଳିକିଆ ଗ୍ରାମରେ ରାମେଶ୍ବର ବାବାଙ୍କ ଶିବରାତ୍ର ପୂଜା ଧୁମ ଧାମ ରେ ପାଳିତ ହୋଇଯାଇଛି, ଏହି ପୂଜାରେ ପ୍ରତ୍ୟେକ ମନ୍ଦିରରେ ଅନ୍ନଭୋଗ ଚାଲିଥିଲା, ଓ ନାମ ସଙ୍କୀର୍ତ୍ତନ ମଧ୍ୟ ଚାଲିଥିଲା, ବହୁତ ଶ୍ରଦ୍ଧାଳୁ ଭଗବାନ ଙ୍କ ଦର୍ଶନ ପାଇଁ ଦୂର ଦୁରନ୍ତରରୁ ଆସିଥିଲେ ଓ ଚୁରାପାହାଡ଼ ଏକ ପବିତ୍ର ତୀର୍ଥ ସ୍ଥାନ ହୋଇଥିବାରୁ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଯାଇଥାନ୍ତି, ଏହି ଚୁରପାହାଡ ରେ ଭଗବାନ ଙ୍କ ଆଶୀର୍ବାଦ ରେ ସହୟୋଗ ଅନୁଷ୍ଠାନ କଳାହାଣ୍ଡି ର କର୍ମ କର୍ତ୍ତା ଅର୍ଣ୍ଣଭୋଗ ଦେଇଥିଲେ, ଏଥିରେ ଶହ ଶହ ଶ୍ରଦ୍ଧାଳୁ ଅର୍ଣ୍ଣ ପ୍ରସାଦ ଖାଇ ଥିଲେ, ଏଥିରେ ସହାୟୋଗ ସଂସ୍ଥାର, ସମାଜ ସେବୀ ଶ୍ରୀ ରଘୁମନୀ ପୁଝାରୀଉପସ୍ଥିତ ରହିଥିବାବେଳେ ଶ୍ରୀ ତିଲେ ଶ୍ୱର୍ ଘୀ, ଶ୍ରୀ ବିଦ୍ୟାଧର ଘି, ସପୁରୀ ଘି, ଆମର ଘି,ରାକେଶ କୁମାର, ଶ୍ୟାମ ମହାନନ୍ଦ, କୁଳମଣି ନାଏକ, ଉମେଶ ବାଗ, ଗୋଲାଲ ମଙ୍ଗରାଜ, ତପି ଚାନ୍ଦ ପୁଝାରୀ, ରତନ ଶବର, ପ୍ରେମଲାଲ ନାଏକ, ମୋହିନୀ ନାଏକ, ପି ଙ୍କି ନାଏକ, ପାଣ୍ଡେ ମେଡ଼ ମ, ମଧୁସୂଦନ ମଝି, ଅର୍ଣପ୍ରସନ୍ନ କରିଥିଲେ, ଓ TIMES ONE ODIA ନୀଉଜ ତରଫରୁ ଶ୍ରୀ ବାଲେଶ୍ବର ସୁନାନୀ ଜଲଛତ୍ରଦେଇ ଲୋକଙ୍କୁ ଜଳଯୋଗାଇ ଥିଲେ,ଜୁନାଗଡ ରୁ ବାଲେଶ୍ବର ସୁନାନୀ ଙ୍କ ରିପୋର୍ଟ TIMES ONE ODIA ।

April 18, 2026/
No Comments


