ବନେଶ୍ୱର, ୦୬/୦୩ : ଖୁବ୍ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ପାର୍ଟ ପ୍ଲଟିଂ ପଞ୍ଜୀକରଣ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ରାଜସ୍ଵ ବିଭାଗକୁ ଡ୍ରାଫ୍ଟ ଦେଲା ନଗର ଉନ୍ନୟନ ବିଭାଗ । ରାଜସ୍ବ ହାନି ହେଉଥିବାରୁ ଏହି ପଦକ୍ଷେପ ନିଆଯାଉଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ । ପ୍ଳଟିଙ୍ଗ ପାଇଁ ମଧ୍ୟ ନୂଆ ଗାଇଡଲାଇନ ଆସିବ ।



